ରାଉଲକେଲା : ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଅଞ୍ଚଳରେ ଘଟିଛି ଏକ ଲଜ୍ୟାଜନକ ଘଟଣା । ୪ବର୍ଷର ଶିଶୁକନ୍ୟାକୁ ଚକୋଟେର ଲାଳଶା ଦେଖାଇ ଦୁଷ୍କର୍ମ କଲେ ଯୁବକ । ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅନ୍ତର୍ଗତ ଗପୁର ଗାଁର ସଞ୍ଜୟ ନାମକ ଜଣେ ୩୦ ବର୍ଷୀୟ ଯୁବକ ଗତକାଲି ସନ୍ଧ୍ୟାରେ ଜଣେ ୪ ବର୍ଷୀୟ ଶିଶୁକନାକୁ ନିଜ ମୋଟରସାଇକେଲରେ ବସାଇ ଚକୋଲେଟ୍ ଦେବ ବୋଲି କହି ସାଙ୍ଗରେ ନେଇ ଯାଇଥିଲା। ପରେ ଗାଁ ପାଖରେ ଥିବା ସ୍କୁଲ ପଡ଼ିଆରେ ସଞ୍ଜୟ ଅତି ଅମାନୁଷିକଭାବେ ନିରୀହ ଶିଶୁଟି ସହିତ ଦୁଷ୍କର୍ମ କରିଥିଲା । ଏହାପରେ ସଞ୍ଜୟ ସେହି ସ୍ଥାନରୁ ସେ ଫେରାର ହୋଇଯାଇଥିଲା । ତେବେ ଶିଶୁକନ୍ୟାଟି ସଜ୍ଞାହିନ ହୋଇ ପଡ଼ିଆରେ ପଡ଼ିରହିଥିବାର ଲୋକମାନେ ଦେଖି ଶିଶୁକନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି । ତେବେ ରାଏବୋଗା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛସାରିଛି ।
କାମ ଦଉନି ସରକାରଙ୍କ ଦୁଷ୍କର୍ମ ଆଇନି; ପୁଣି ଚକୋଲେଟ୍ ଦେଖାଇ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
