ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବଲିଉଡରେ ନିର୍ମାଣ କରାଯାଉଛି ଏକ ବାୟୋପିକ୍ । ଏହାର ଲିଡ୍ ରୋଲରେ ଆସିବେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ପ୍ରଥମ ଥର ଲାଗି ଓଡିଆରେ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ୍୍ । ଏହାର ପ୍ରଯୋଜନା ଭାର ନେଇଛନ୍ତି ଅକ୍ଷୟ ପରିଜା । କିଛିଦିନ ହେବ ଏହି ଫିଲ୍ମକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ପ୍ରଥମ କରି ଏହାର ପୋଷ୍ଟର ରିଲିଜ୍ ହେବାରୁ ସବୁ କଳ୍ପନାର ଅନ୍ତ ଘଟିଛି । ଅନୁଭବ ଏକ ଡିଫରେଣ୍ଟ ଲୁକ୍ରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ତେବେ ସିନେମାର କିଛିଟା ଝଲକକୁ ସେ ପରିବେଷଣ କରିଛନ୍ତି । ଅନୁଭବଙ୍କ ମତରେ ଏହି ସିନେମା ହେଉଛି ସମ୍ପୁର୍ଣ୍ଣ ଡିଫରେଣ୍ଟ । ତେଣୁ ଏହା ରାଜ୍ୟର କୋଣ ଅନୂକୋଣରେ ନିଶ୍ଚୟ ଆଦୃତ ହୋଇ ପାରିବ । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ପଦ୍ମଶ୍ରୀ ନିଳମାଧବ ପଣ୍ଡା । ତେଣୁ ଏହି ସିନେମା ଅନେକ ଦିଗରୁ ଡିଫରେଣ୍ଟ ହୋଇଥିବ ବୋଲି ଆଶା ରହିଛି ।
ବିଜୁ ବାବୁଙ୍କ ବାୟୋପିକ୍: ରିଲିଜ୍ ହେଲା ଫାଷ୍ଟ ପୋଷ୍ଟର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
