ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବଲିଉଡରେ ନିର୍ମାଣ କରାଯାଉଛି ଏକ ବାୟୋପିକ୍ । ଏହାର ଲିଡ୍ ରୋଲରେ ଆସିବେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ପ୍ରଥମ ଥର ଲାଗି ଓଡିଆରେ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ୍୍ । ଏହାର ପ୍ରଯୋଜନା ଭାର ନେଇଛନ୍ତି ଅକ୍ଷୟ ପରିଜା । କିଛିଦିନ ହେବ ଏହି ଫିଲ୍ମକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ପ୍ରଥମ କରି ଏହାର ପୋଷ୍ଟର ରିଲିଜ୍ ହେବାରୁ ସବୁ କଳ୍ପନାର ଅନ୍ତ ଘଟିଛି । ଅନୁଭବ ଏକ ଡିଫରେଣ୍ଟ ଲୁକ୍ରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ତେବେ ସିନେମାର କିଛିଟା ଝଲକକୁ ସେ ପରିବେଷଣ କରିଛନ୍ତି । ଅନୁଭବଙ୍କ ମତରେ ଏହି ସିନେମା ହେଉଛି ସମ୍ପୁର୍ଣ୍ଣ ଡିଫରେଣ୍ଟ । ତେଣୁ ଏହା ରାଜ୍ୟର କୋଣ ଅନୂକୋଣରେ ନିଶ୍ଚୟ ଆଦୃତ ହୋଇ ପାରିବ । ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ପଦ୍ମଶ୍ରୀ ନିଳମାଧବ ପଣ୍ଡା । ତେଣୁ ଏହି ସିନେମା ଅନେକ ଦିଗରୁ ଡିଫରେଣ୍ଟ ହୋଇଥିବ ବୋଲି ଆଶା ରହିଛି ।
ବିଜୁ ବାବୁଙ୍କ ବାୟୋପିକ୍: ରିଲିଜ୍ ହେଲା ଫାଷ୍ଟ ପୋଷ୍ଟର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RolandoHak on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Michaelmes on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Narkologicheskii stacionar_tjei on ପ୍ରଶାସନିକସ୍ତରରେ ଅଦଳବଦଳ
- DaxGaw on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- JamarcusSag on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
