ବାଲେଶ୍ୱର: ନୀଳଗିରି ଥାନା କାଂଶ ଗାଁରେ ଶୋକର ଛାୟା । ବାରମ୍ବାର ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ୍କୁ ଫେନ୍ କଲା ପରେ ମଧ୍ୟ ଆସିଲାନି ଆମ୍ବୁଲାନ୍ସ । ଶେଷରେ ପ୍ରସବ ବେଦନା ସହିନପାରି ଜୀବନ ହାରିଲେ ଗର୍ଭବର୍ତ୍ତି । ଗତକାଲି ଗାଁର ସଂଞ୍ଜୟ ନାୟକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ହେବାରୁ ପ୍ରଥମେ ୧୦୨ ପରେ ୧୦୮ ଫୋନ୍ କଲାପରେ ମଧ୍ୟ ଆସିନଥିଲା । ଏହି ସମୟରେ ପ୍ରସବ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ମହିଳାଙ୍କୁ ମେଡ଼ିକାଲକୁ ନେବା ପାଇଁ ବହୁ ବିଳମ୍ବ ହୋଇଥିଲା । ପ୍ରାୟ ରାତି ୨ଟା ସମୟରେ ଆମ୍ବୁଲାନ୍ସ ଆସିଲା ବେଳକୁ ଗର୍ଭବର୍ତ୍ତିଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ମେଡ଼ିକାଲଙ୍କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ନୀଳଗିରି ହସ୍ପିଟାଲରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଏପରି ଦୁଃଖଦାୟକ ଘଟଣାକୁ ନେଇ ସାରା ଅଂଚଳରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିବା ବେଳେ ସରକାରଙ୍କ ଏହି ଯୋଜନାକୁ ବୁଦ୍ଧିଜୀବୀ ଲୋକ ତିବ୍ର ସମାଲେଚନା କରିଛନ୍ତି ।
ମାରିଦେଲା ଯୋଜନା; ଆସିଲାନି ଜନନୀ ଏକ୍ସପ୍ରେସ, ଜୀବନ ହାରିଲେ ଗର୍ଭବତୀ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
