ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ହୁଏତ ମୋଦି ସରକାରକୁ ବଞ୍ଚାଇ ଦେଇପାରେ । କିନ୍ତୁ ୨୦୧୯ରେ ତାଙ୍କ ହାତରୁ କ୍ଷମତା ଅପସରି ଗଲେ ଆମେ ପ୍ରଧାନମନ୍ତ୍ରୀ ମୋଦିଜୀ ଓ ତାଙ୍କ ସରକାରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ସହିତ ଦୂରଭିସନ୍ଧି କେତେ ଅଛି, ତାହା ସଂପୂର୍ଣ୍ଣ ତଦନ୍ତ କରାଇବାକୁ ପ୍ରତିଶ୍ରୁତିବଦ୍ଧ । ଅଗଷ୍ଟା ପ୍ରସଙ୍ଗରେ କଂଗ୍ରେସ ପ୍ରତି ଇଙ୍ଗିତ ଆସିବା ପରେ ଦଳର ପ୍ରବକ୍ତା ଏପରି ଭାବରେ ଚାଲେଞ୍ଜ ରଖିଛନ୍ତି । ଆଲୋଚ୍ୟ ୩୬ଶହ କୋଟି ଭିଭିଆଇପି ହେଲିକପ୍ଟର ଦୁର୍ନୀତି ଅଭିଯୋଗର ତଦନ୍ତ କରାଯାଉଥିବା ବେଳେ ଅଭିଯୁକ୍ତ ୩ ମଧ୍ୟସ୍ଥିଙ୍କ ମଧ୍ୟରୁ ୫୪ବର୍ଷୀୟ ଖ୍ରୀଷ୍ଟିଆନ୍ ମିଚେଲ୍ ତାଙ୍କ ସ୍ୱୀକାରୋକ୍ତି ବେଳେ ଶ୍ରୀମତୀ ଗାନ୍ଧୀଙ୍କ ନାମ ସହିତ ଆର୍ ନାମଧାରୀ ଜଣେ ବିଶିଷ୍ଟ ବ୍ୟକ୍ତି ଯେ କି, ଜଣେ ଇଟାଲୀୟ ମହିଳାଙ୍କ ପୁତ୍ର ଏପରି ପ୍ରକାଶ କରିଥିଲେ । ବିଜେପି ନେୃତ୍ୱାଧୀନ ସରକାର ଗାନ୍ଧି ପରିବାରକୁ ଏପରି ନିଶାଣ କରୁଥିବା ବେଳେ କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁଛି ବୋଲି କଂଗ୍ରେସର ଜଣେ ନେତା ଉଦ୍ଗାରିବା ପରେ ୱେଷ୍ଟଲାଣ୍ଡ ମାମଲାର ତଦନ୍ତ କରାଇବା ଲାଗି ଜୋର୍ ଦେଇଥିଲେ କଂଗ୍ରେସର ପ୍ରବକ୍ତା ରଣଦୀପ ସୁରେଜୱାଲା । କଂଗ୍ରେସର ଅଭିଯୋଗ ଯେ, ମିଚେଲ ଜଣେ ବ୍ରିଟିଶ୍ ନାଗରିକ । ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧିଙ୍କୁ ଉପଲକ୍ଷ୍ୟ କରି ଗାନ୍ଧି ପରିବାରକୁ ବିଜେପି ନେତୃତ୍ୱାଧୀନ ସରକାର ନିଶାଣ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଛରେ ୬୯ହଜାର କୋଟି ଟଙ୍କାର ରାଫେଲ୍ କାରବାର ଦୁର୍ନୀତି ଅଭିଯୋଗ ରହିଛି । ଏପରି ବଡ଼ ଚୋରି ସହ ଯେଉଁ ବ୍ୟକ୍ତି ସଂପୃକ୍ତ ତାଙ୍କୁ ଛାଡ଼ିଦିଆଯିବ ନାହିଁ । ଅପରପକ୍ଷେ ବିଜେପିର ଜଣେ ନେତା କଂଗ୍ରେସକୁ ପ୍ରତି ଆକ୍ରମଣ କରିବାକୁ ପଛାଇ ଯାଇନାହିଁ । ଏହି ଆକ୍ରମଣରେ କୁହାଯାଇଛି ଜନସାଧାରଣଙ୍କ ଅର୍ଥଲୁଟ୍ର କାହାଣୀ ପଦାକୁ ଆସୁଛି । ସବୁକିଛି ଗୋଟିଏ ପରିବାର ପଛରେ ରହିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଅମଳରେ ଦଳ ଜାତୀୟ ସୁରକ୍ଷା ସହିତ ସାଲିସ କରିଛି । ଦଳର ଅନ୍ୟଜଣେ ନେତା ରୋକଠୋକ କହିଛନ୍ତି ବର୍ତ୍ତମାନଗାନ୍ଧି ପରିବାର ପକ୍ଷେ ବୁଝାଇବାର ବେଳ ଆସିଛି । ଏକଦା ରାହୁଳ ଗାନ୍ଧି ମୋଦିଙ୍କୁ ଉପଲକ୍ଷ୍ୟ କରି କହିଥିଲେ ଚଉକିଦାର ହେଉଛନ୍ତି ଚୋର । ମିଚେଲ୍ଙ୍କ ସ୍ୱୀକାରୋକ୍ତି ପରେ ଜଣାପଡୁଛି ଚୋର ବହୁତ କୋଳାହଳ କରିବାକୁ ପଛାଏ ନାହିଁ । ତେବେ କଂଗ୍ରେସ ପ୍ରବକ୍ତା ପ୍ରଶ୍ନ ଉଠାଇଛନ୍ତି ୨୦୧୪ ଜୁଲାଇରେ ପ୍ରତିରକ୍ଷା ମନ୍ତ୍ରାଳୟ କାହିଁକି ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଉପରେ ନିଷିଦ୍ଧାଦେଶ ଲଗାଇଲା? କାହିଁକି ସଂପୃକ୍ତ କମ୍ପାନୀକୁ ମେକ୍-ଇନ୍-ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଡ଼ିଲା? ଏହା କ’ଣ ସ୍ପଷ୍ଟ ନୁହେଁ ଯେ, ବର୍ତ୍ତମାନ ଚଉକିଦାର ଦାଗୀ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ଅଭିଯୁକ୍ତ ମିଚେଲ୍ ଶ୍ରୀମତୀ ଗାନ୍ଧିଙ୍କ ନାମ ନେବା ଘଟଣା ଏହି ନିର୍ଦ୍ଦେଶାଳୟ ଅଦାଲତରେ ଉପସ୍ଥାପନ କରିବାର ଦିନକ ପରେ ଏନ୍ସିପି ମୁଖ୍ୟ ଶରତ ପାୱାର ବିଜେପି ଉପରେ କ୍ଷୁବ୍ଧ । ସରକାର କିଭଳି ସରକାରୀ ତଦନ୍ତକାରୀ ଦଳକୁ ଦୁରୁପଯୋଗ କରୁଛନ୍ତି ସେ ନେଇ ବିରୋଧୀ ଦଳଗୁଡ଼ିକ ସଂସଦରେ ସ୍ୱର ଉତ୍ତୋଳନ କରିବାକୁ ଏହି ନେତା ଆହ୍ୱାନ ଦେଇଥିଲେ ବି ବିଜେପି କହୁଛି ସତ ପଦାକୁ ଆସୁଛି । ବର୍ତ୍ତମାନ ଅଗଷ୍ଟ ୱେଷ୍ଟଲାଣ୍ଡ ମାମଲା ଆଧାରରେ ମିଚେଲ୍ ଶ୍ରୀମତୀ ଗାନ୍ଧିଙ୍କ ନାମ ନେବା ଘଟଣାର ଉଷ୍ମତା ଆଗାମୀ ସାଧାରଣ ନିର୍ବାଚନରେ ଦୁଇ ଦଳକୁ ଘମାଘୋଟ ଯୁଦ୍ଧ ଲାଗି ପ୍ରରୋଚିତ କରିବ ତାହାର ପୂର୍ବାଭାସ ଆରମ୍ଭ ହୋଇସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଅଗଷ୍ଟାରେ ମୋଦି ଲିଙ୍କ୍ :ଚଉକିଦାର ଦଗାଦାର!
- Advertisement -

Rate my busty girlfriendBrazilian models and nakedBest gay club
after hours3some pics nudeHot red headed pussyOver 40 ebony xxx ratedZharick leon nude xnxx Cognitec facialNaked
free gay pornDick hole lickingPainful rough anal sexMature ladies retail outletsPride nude dudes gpuk galleriesLarge pantyhose tube https://xxxxvideos.cc Beaver movies xxxSex
tube big cockSex at aunt polly’s dreamsForced lick own boobCum live together weMachine make sexPortia
derossi pics nudeBrian bianchini gayFiction story transvestiteChinese ass fucking xnxx Granny red lingerie two cocksFor teen nudeSex thrapyTrannny
sex storiesTied and machine fuckedGay man older site videoSex sandraBest milf ass thongFree fuck guy trannyPorn videos free
humilation