ବାଲେଶ୍ୱର ; ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଖିସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗତକାଲି ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ସଟର ତାଡି ଲୁଟ୍ କରିଛନ୍ତି । ତା’ ସହ ବ୍ୟାଙ୍କ ନିକଟରେ ଥିବା ଦୋକାନରୁ ମଧ୍ୟ ଲୁଟ କରିଛନ୍ତି । ପୂର୍ବରୁ ବଜାର ଅଞ୍ଚଳରେ ବାରମ୍ବାର ଏପରି ଲୁଟ୍ ,ଚୋରି ଆଦି ଘଟଣା ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ତେବେ ଲୁଟର ପରିମାଣ ସଠିକ୍ ଭାବେ ଜଣା ପଡିନଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ୱରରେ ଲୁଟେରାଙ୍କ ଲୁଟପାତକୁ ନେଇ ତେଜିଲା ଜନ ଆନ୍ଦୋଳନ!
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
