ବାଲେଶ୍ୱର ; ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଖିସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ହୋଇଛି ଲୁଟ୍ । ଗତକାଲି ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ସଟର ତାଡି ଲୁଟ୍ କରିଛନ୍ତି । ତା’ ସହ ବ୍ୟାଙ୍କ ନିକଟରେ ଥିବା ଦୋକାନରୁ ମଧ୍ୟ ଲୁଟ କରିଛନ୍ତି । ପୂର୍ବରୁ ବଜାର ଅଞ୍ଚଳରେ ବାରମ୍ବାର ଏପରି ଲୁଟ୍ ,ଚୋରି ଆଦି ଘଟଣା ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରି ଟାୟାର ଜାଳି ରାସ୍ତା ରୋକ କରିଛନ୍ତି । ତେବେ ଲୁଟର ପରିମାଣ ସଠିକ୍ ଭାବେ ଜଣା ପଡିନଥିଲେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ୱରରେ ଲୁଟେରାଙ୍କ ଲୁଟପାତକୁ ନେଇ ତେଜିଲା ଜନ ଆନ୍ଦୋଳନ!
- Advertisement -
Stay Connected
Comment
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.