ଖାଇବା ପରେ ଅଧିକାଂଶ ଲୋକ ମିଠା ଖାଇବାର ଦେଖାଯାଏ । କୁହାଯାଏ ଏହା ସେମାନଙ୍କର ଅଭ୍ୟାସ ବୋଲି । କିନ୍ତୁ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି । ସ୍ପାଇସି ଖାଦ୍ୟ ଖାଇଲେ ସାଧାରଣତଃ ପାଚକ ରସ ଓ ଏସିଡ୍ ବହୁ ପରୀମାଣରେ କ୍ଷରଣ ହୋଇଥାଏ । ମିଠାରେ କାର୍ବୋହାଇଡ୍ରେସ୍ର ମାତ୍ରା ଅଧିକ ରହିଛି । ଖାଇବା ପରେ ଏହାକୁ ଖାଇଲେ ଏହା ପାଚକ ରସ କ୍ଷରଣକୁ କମାଇ ଦେଇଥାଏ । ଏହା ସହ ମିଠା ଖାଇଲେ ଶରରରୁ ଏସିଡ୍ ଅଂଶ ମଧ୍ୟ କମ୍ ହୋଇଥାଏ । ମିଠା ଖାଇଲେ ଖୁସି ଲାଗିଥାଏ । ତେଣୁ ଖାଇବା ପରେ ମିଠା ଖାଇଲେ ମନ ହାଲକା ହେବା ସହ ଖାଦ୍ୟ ହଜମରେ ଅସୁବିଧା ସୃଷ୍ଟି ହୋଇ ନ ଥାଏ । ଚିନିରେ ତିଆରି ମିଠା ସବୁବେଳେ ଖାଇବା ଭଲ ନୁହେଁ । ଏହାଦ୍ୱାରା ପରବର୍ତ୍ତି ସମୟରେ ମେଦବୃଦ୍ଧି ଓ ଡାଇବେଟିସ୍ ଭଳି ସମସ୍ୟା ଦେଖାଦିଏ । ତେଣୁ ଚିନି ତିଆରି ମିଠା କମ୍ ଖାଇବା ଭଲ । ଗୁଡରେ ତିଆରି ମିଠା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଭଲ ।
ଖାଇବା ପରେ କାହିଁକି ଖାଆନ୍ତି ମିଠା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
