ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ !

Odisha Hot News
1 Min Read

ମାରୁତି ସୁଜୁକିି ୱାଗନ ଆର୍ ବଜାରରେ ଆସୁଛି ନୂଆରୂପରେ । ଟାଟାର ଟିାଆଗୋ ମଡେଲ ଓ ହୁଣ୍ଡାଇର ନୁଆ ମଡେଲ ସହ ୱାଗନ ଆର୍ ପ୍ରତିଯୋଗିତା କରିବା ସହ ଏଥିରେ ସେଫ୍ଟି ଫିଚର ରହିବ । ଏହାସହ ୨୦୨୦ରେ ୱାଗନ ଆର୍କୁ କମ୍ପାନୀ ଇ-ଭେଇକିଲରେ ମଧ୍ୟ ପରିଣତ କରିବ । ନବେ ଦଶକରୁ ଆଜି ଯାଏ ଭାରତ ଏବଂ ଭାରତ ବାହାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ମାରୁତିସୁଜୁକି କମ୍ପାନୀ ।
ଖବରଆନୁଯାୟୀ ଏହା ୨୦୧୯ ଜାନୁୟାରୀ ଶେଷ ସୁଧା ବଜାରରେ ନିଜର ୮ମ ସଂସ୍କରଣ ଛାଡିବ ,ଯାହାର ମୁଲ୍ୟ ରହିବ ପାଖାପାଖି ୪-୫ଲକ୍ଷ । ନିଜର ଟଲବୟ ଡିଜାଇନକୁ ବଜାୟ ରଖିବାସହ ସ୍ପେସ୍ ମଧ୍ୟ ଅଧିକ ରହିବ ।

Share This Article
Leave a comment