ବାଲେଶ୍ୱର ; ଚୋରୀ ବିଦ୍ୟା ମହଙ୍ଗା ପଡିଲା । ଚୋରି କରୁଥିବା ସମୟରେ ଧରାପଡି ବହେ ଛେଚା ଖାଇଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ସାହାସପୁରା ଗ୍ରାମରେ । ଅଭିଯୋଗ ଅନୁସାରେ ସାହାସପୁର ଗ୍ରାମର ସଲିମ ସାହାଙ୍କ ଘରେ ଗତକାଲି ରାତି ୩.୧୫ରେ ଚୋର ପଶି ଚୋରି ଉଦ୍ୟମ କରୁଥିବା ସମୟରେ ପରିବାର ଲୋକେ ଉଠିଯାଇଥିଲେ । ତେବେ ଚୋରୀ ଉଦ୍ୟମ କରୁଥିବା ଅଞ୍ଜି ଗ୍ରାମର ସରପଞ୍ଚଙ୍କ ଭାଇ ତଥା ନିଶାକର ରାଉତଙ୍କ ପୁଅ କୁନା ରାଉତକୁ ଧରିବା ସହ ଦଉଡିରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ ଏବଂ ଗୋପାଳପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଚୋରକୁ ଉଦ୍ଧାର କରିଥିଲା । ତେବେ ଏନେଇ ସଲିମ ସାହାଙ୍କ ପରିବାର ତରଫରୁ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଚୋରି କରି ଯୁବକ ହଟହଟା ; ଧରାପଡିଲା , ନର୍ଦ୍ଦୁମ ଛେଚା ଖାଇଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
