କ୍ୟାରେଟ୍‌ଲେନ୍‌ରେ ପୂଜା ସମ୍ଭାର – Fast News Network

Odisha Hot News
2 Min Read

ଭୁବନେଶ୍ୱର: ତନିସ୍କର ପାର୍ଟନରସିପ୍‌ ବ୍ରାଣ୍ଡ ତଥା ଦେଶର ଅନ୍ୟତମ ଅଗ୍ରଣୀ ଓମ୍ନିଚ୍ୟାନେଲ ଗହଣା ଷ୍ଟୋର କ୍ୟାରେଟଲେନ୍ ପାର୍ବଣ ପାଇଁ ନିଜକୁ ƒପ୍ରସ୍ତୁତ କରିଛି। ପୂଜା ଉପଲକ୍ଷେ ଏହା ବ୍ରାଣ୍ଡ ନ୍ୟୁୟ ଗହଣା ସମ୍ଭାର ଏବଂ ଭଳିକି ଭଳି ନିଆରା ଡିଜାଇନ ଉପଲବ୍ଧ କରାଇଛି। ପାର୍ବଣରେ ଗ୍ରାହକଙ୍କ ଚାହିଦା ମୁତାବକ ଏହି ଡିଜାଇନ୍‌ଗୁଡ଼ିକ ଆସିଛି।
2 ବର୍ଷର ବ୍ୟବଧାନ ପƒରେ ଲୋକେ ପୂରା ଜୋଶ୍ର ସହ ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏ ପରିପ୍ରେକ୍ଷୀରେ ନୂଆ କଲେକ୍ସନ ସହ କ୍ୟାରେଟଲେନ୍ ଷ୍ଟୋରଗୁଡ଼ିକ ସୁସଜ୍ଜିତ ହୋଇଛି ଷ୍ଟୋର ƒକ୍ଷରୁ ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ ରାଇସ୍ ଓ୍ୱାଟର ପର୍ଲରେ ପ୍ରସ୍ତୁତ କରାଯାଇଛି। ମାଇକ୍ରୋ-ସେଟିଙ୍ଗ୍ ଟେକ୍‌ନିକ୍‌କୁ ବ୍ୟବହାର କରାଯାଇ ଏହି ଗହଣାଗୁଡ଼ିକୁ ଅତି ନିଖୁଣ ଭାବେ ତିଆରି କରାଯାଇଛି, ଯାହାକି ହୀରାର ଚମକକୁ ବହୁଗୁଣିତ କରୁଛି। ରାଧିକା ଆପତେଙ୍କ ନିକଟରେ ଏହି କଲେକ୍ସନ ଦେଖିବାକୁ ମିଳିଥିଲା। ସୌନ୍ଦର୍ଯ୍ୟ ଦଷ୍ଟିକୋଣରୁ ଏଥିରେ କୌଣସି ପ୍ରଭାବ ନାହିଁ। କ୍ୟାରେଟ୍‌ଲେନ୍‌ ଡିଜାଇନଗୁଡ଼ିକ ଉପହାର ପ୍ରଦାନ ତଥା ସମସ୍ତ ପ୍ରକାର ପାରିବାରିକ ଉତ୍ସବରେ ପିନ୍ଧିବା ପାଇଁ ସର୍ବୋକଷ୍ଟ ଉପƒହାର ପାଇଁ କ୍ୟାରେଟଲେନ୍‌ରେ ବିସ୍ତୃତ ଡିଜାଇନ ରହିଛି, ଯେଉଁଗୁଡ଼ିକର ମୂଲ୍ୟ 5000 ଟଙ୍କାରୁ ଆରମ୍ଭ। ଦମ୍ପତ୍ତି ପ୍ରଥମ ଦୀପାବଳି ହେଉ କିମ୍ବା ପƒରିବାର ତଥା ପ୍ରୟବର୍ଗଙ୍କୁ ଉପƒହାର ପ୍ରଦାନ, କ୍ୟାରେଟ୍‌ଲେନ୍‌ରେ ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି।
ନିଜ ଖୁସି ପାଇଁ ତଥା ଛୋଟ ଛୋଟ ମୁହୂର୍ତ୍ତ କିମ୍ବା ବ୍ୟକ୍ତିଗତ ସଫଳତାକୁ ପାଳନ କରିବା ପାଇଁ ଅଧିକାଂଶ ଗ୍ରାହକ ଗହଣା କିଣିଥାନ୍ତି। କ୍ୟାରେଟ୍‌ଲେନ୍‌ରେ ଭିƒପି(ମାକେଟିଂ) ଜେନିଫର ପାଣ୍ଡ୍ୟା କୁହନ୍ତି ଯେ, ଗ୍ରାହକ କ୍ୟାରେଟ୍‌ଲେନ୍‌ ପସନ୍ଦ କରନ୍ତି। କାରଣ ଆମ ଗହଣାଗୁଡ଼ିକର ଡିଜାଇନପ ପ୍ରତି ଜଟିଳ ଏବଂ ସବୁ ଷ୍ଟାଇଲ୍ ସହ ଏଗୁଡ଼ିକ ଭଲ ଭାବେ ଖାପ ଖାଇଥାଏ। ପ୍ରିୟବର୍ଗଙ୍କୁ ନିଜ ଭଲ ƒପାଇବା ଏବଂ ପ୍ରଶଂସାକୁ ଦର୍ଶାଇବା ପାଇଁ କ୍ୟାରେଟ୍ଲେନ୍ ଗହଣାଠାରୁ ଆଉ କିଛି ଭଲ ଉପାୟ ନାହିଁ।

Share This Article