ବୈାଦ୍ଧ: ପୁଣି ଓଲିଟିଲା ବସ । ଫଳରେ ୧ ମୃତ ୩୦ ଜଣ ଆହତ ହୋଇଛନ୍ତି । ଏଭଳି ଦୁର୍ଘଟଣା ଘଟିଛି ବୈାଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଠିଡ଼ିକା ଜୋର ନିକଟରେ । ମୃତକ ହେଲେ ଶାରଦପ୍ରସନ୍ନ ବଲ୍ଲ । ସୂଚନା ମୁତାବକ, ଗତକାଲି ରାତିରେ କଟକରୁ ଖରିଆଡ ରୋଡ ସିନାପାଲି ଯାଉଥିବାବେଳେ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଜଣେ ଯାତ୍ରୀ ବସ ରେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣାର ଖବରପାଇ ପୁଲିସ, ଦମମଳ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ବୈାଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ଜଣାପଡିଛି ।
ଭାରସାମ୍ୟ ହରାଇ ଓଲିଟିଲା ବସ୍, ୧ ମୃତ ୩୦ ଆହତ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- CharlesJat on ଆଜିର ରାଶିଫଳ
- Narkolog na dom_reMn on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- EdwardNug on ମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ପାଚେରୀ ଭୁଶୁଡି ୧୫ ଜଣଙ୍କର ମୃତ୍ୟୁ
- BillySoott on ଆଜିର ରାଶିଫଳ
- KalFrils on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
