ଇରଙ୍ଗପୁର: ମାରିଦେଲେ, ରାସ୍ତା କଡରେ ପୋଡିଦେଲେ । ତେବେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଅମଳ ହୋଇଥିବା ଧାନ ଗଛ ବିଡା ଗଦାରେ ପୂରାଇ ପୋଡିଦେଇଛନ୍ତି । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଦାଣ୍ଡବୋଷ ଗାଁରୁ । ମୃତକଙ୍କ ପରିଚେୟ ମିଳିପାରିନଥିବା ବେଳେ ଏହି ହତୟା କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଏହି ଘଟଣା ବିଷୟରେ ସ୍ତାନୀୟ ଅଞ୍ଚଳବାସୀ ପୁଲିସ ଖବର ଦେବାପରେ ପୁଲିସ ଓ ଅଗ୍ନିଶମବିଭାଗ ପହଞ୍ଚି ପୋଡିଯାଇଥିବା ମୃତଦେହକୁ ଉଦ୍ଧାର କରିଥିଲେ । େଅନ୍ୟପଟେ ଘଟଣା ସ୍ଥଲରେ ଏକ ରକ୍ତଲଗା ପଥର ପଡିରହିଥବା ଦେଖିବାକୁ ମିଳିଥିଲା । ତେବେ ଏହି ରକ୍ତଲଗା ପଥରକୁ ଦେଖିବା ପରେ ପୁଲିସ୍ୱ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇ ପୋଡିଦିଆଯାଇଛି । ଅନ୍ୟପଟେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଛି ।
ହତ୍ୟାକଲେ , ଧାନ ଗଛ ବିଡା ଗଦାରେ ପୂରାଇ ରାସ୍ତା କଡରେ ପୋଡିଦେଲେ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
