ଯାଜପୁର: ପୁଣି ଅସୁରକ୍ଷିତ ଶିଳ୍ପ ବ୍ୟବସ୍ଥା ଶ୍ରମିକଙ୍କ ଜୀନବ ନେଲା । କଳିଙ୍ଗନଗର ଦୀନବନ୍ଧୁ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ସୂଚନାଅନୁଯାୟୀ ଗତ ଶୁକ୍ରବାର ସୁକିନ୍ଦା ଥାନା ହାତୀବାରୀ ଗାଁର ଜଗନ୍ନାଥ ପାତ୍ର ଦୀନବନ୍ଧୁ ପ୍ଲାଣ୍ଟରେ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିଲେ । ତେବେ କ୍ଷତିପୂରଣ ଦାବିରେ କିଛି ଶ୍ରମିକ ସଂଗଠନ ଓ ଗ୍ରାମବାସୀ ପ୍ଲାଣ୍ଟକୁ ଅଚଳ କରିଦେବା ସହ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ଶେଷରେ ବାଧ୍ୟ ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପୁଅକୁ କମ୍ପାନୀରେ ଚାକିରୀ ଓ ସ୍ତ୍ରୀକୁ ପେନସନ୍ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।
ଯାଜପୁର କଳିଙ୍ଗନଗର ଦୀନବନ୍ଧୁ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି; ପୁଣି ଅସୁରକ୍ଷିତ ଶିଳ୍ପ ବ୍ୟବସ୍ଥା ଶ୍ରମିକଙ୍କ ଜୀନବ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- CarlosTab on ଆଜିର ରାଶିଫଳ
- Patrickwah on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- mostbet_zbOl on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- pinco_npMi on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Narkologicheskaya pomosh_iiPr on କୃଷ୍ଣ ବୁଣିଲେ କଳିମଞ୍ଜି !
