ଯାଜପୁର: ପୁଣି ଅସୁରକ୍ଷିତ ଶିଳ୍ପ ବ୍ୟବସ୍ଥା ଶ୍ରମିକଙ୍କ ଜୀନବ ନେଲା । କଳିଙ୍ଗନଗର ଦୀନବନ୍ଧୁ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଶ୍ରମିକ ଅଶାନ୍ତି ଦେଖା ଦେଇଛି । ସୂଚନାଅନୁଯାୟୀ ଗତ ଶୁକ୍ରବାର ସୁକିନ୍ଦା ଥାନା ହାତୀବାରୀ ଗାଁର ଜଗନ୍ନାଥ ପାତ୍ର ଦୀନବନ୍ଧୁ ପ୍ଲାଣ୍ଟରେ କାର୍ଯ୍ୟରତ ସମୟରେ ମୃତ୍ୟୁ ବରଣ କରିଥିଲେ । ତେବେ କ୍ଷତିପୂରଣ ଦାବିରେ କିଛି ଶ୍ରମିକ ସଂଗଠନ ଓ ଗ୍ରାମବାସୀ ପ୍ଲାଣ୍ଟକୁ ଅଚଳ କରିଦେବା ସହ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ଶେଷରେ ବାଧ୍ୟ ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦେଢ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପୁଅକୁ କମ୍ପାନୀରେ ଚାକିରୀ ଓ ସ୍ତ୍ରୀକୁ ପେନସନ୍ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା ।
ଯାଜପୁର କଳିଙ୍ଗନଗର ଦୀନବନ୍ଧୁ ପ୍ଲାଣ୍ଟରେ ଶ୍ରମିକ ଅଶାନ୍ତି; ପୁଣି ଅସୁରକ୍ଷିତ ଶିଳ୍ପ ବ୍ୟବସ୍ଥା ଶ୍ରମିକଙ୍କ ଜୀନବ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Vincentphymn on ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- RussellGat on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Rafaelbox on ଆଜିର ରାଶିଫଳ
- Josephcheap on ଆଜି ଦେଶବ୍ୟାପୀ ଭାରତ ବନ୍ଦର ଦ୍ୱିତୀୟ ଦିନ ; ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ !
- Vincentphymn on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
