ସୁନ୍ଦରଗଡ଼: ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ତାମଡ଼ା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ଡିପିସିର କିଛି କର୍ମଚାରୀ ବଣାଇ ଏକ ସ୍କୁଲର ଯେଣ୍ଡର କାମ ସାରି ରାଉରକେଲା ଫେରିବା ବାଟରେ ଲୁଟ୍ର ଶିକାର ହୋଇଛନ୍ତି । ରାତିପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ କର୍ମଚାରୀଙ୍କ ଠାରୁ ଲୁଟି ନେଇଥିଲେ । ଏହା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସାରା ଅଂଚଳରେ ତନାଘନା କରୁଛି ।
ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Victorneage on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Mauricemox on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Lloydbrump on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Scottnut on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- JamesSeext on ରାସ୍ତା ପାଇଁ ମେଳି ବାନ୍ଧିଲେ ଗ୍ରାମବାସୀ; ହକ୍ ପାଇଁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି !
