ସୁନ୍ଦରଗଡ଼: ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ତାମଡ଼ା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ଡିପିସିର କିଛି କର୍ମଚାରୀ ବଣାଇ ଏକ ସ୍କୁଲର ଯେଣ୍ଡର କାମ ସାରି ରାଉରକେଲା ଫେରିବା ବାଟରେ ଲୁଟ୍ର ଶିକାର ହୋଇଛନ୍ତି । ରାତିପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ କର୍ମଚାରୀଙ୍କ ଠାରୁ ଲୁଟି ନେଇଥିଲେ । ଏହା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସାରା ଅଂଚଳରେ ତନାଘନା କରୁଛି ।
ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 888starz_jbkl on କୁନ୍ଦୁଲି ମାମଲାରେ ହାଇକୋର୍ଟରେ ଦାଖଲ ହେଲା ଏସ୍ଆଇଟି ରିପୋର୍ଟ
- Bryantgal on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- Rogersob on ଆଜିର ରାଶିଫଳ
- Rogerdix on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- LouisGop on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
