ଭୁବନେଶ୍ବର: ଆଜି ପୁରୁଣା ବିଧାୟକ କଲୋନି ଭଙ୍ଗାଯିବ। ସେହି ସ୍ଥାନରେ ନିର୍ମାଣ ହେବ ବିଧାୟକଙ୍କ ପାଇଁ ବହୁତଳ ପ୍ରାସାଦ। ଆସନ୍ତାକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୪୨ଟି ପୁରୁଣା ବିଧାୟକ କ୍ବାର୍ଟର୍ସ ଭଙ୍ଗାଯିବ। ନୂତନ ବିଧାୟକ କଲୋନିରେ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ। କଲୋନିରେ ପାର୍କିଂ ସୁବିଧା ସହିତ ସନ୍ତରଣାଗାର, ଆମୋଦ ବିନୋଦନ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି। ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଥିଲେ, ଓଡ଼ିଶା ଖଣି ନିଗମ ସାମନାରୁ ୧୨୦ ବାଟାଲିୟନ ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏଫ୍ ଓ ଆର୍ ଟାଇପ୍ ପୁରୁଣା ବିଧାୟକ କଲୋନିକୁ ଭାଙ୍ଗି ୧୦ ମହଲା ଓ ୯ ମହଲା ବିଶିଷ୍ଟ ଅନେକଗୁଡ଼ିଏ ବହୁତଳ ପ୍ରାସାଦ ବ୍ଲକ୍ ନିର୍ମାଣ କରାଯିବ।
ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ଉପର ମହଲାରେ ବିଧାୟକମାନଙ୍କ ପାଇଁ ଫ୍ଲାଟ୍ ନିର୍ମାଣ କରାଯିବ। ପ୍ରତ୍ୟେକ ବିଧାୟକଙ୍କୁ ୭ଟି କୋଠରି ବିଶିଷ୍ଟ କ୍ବାର୍ଟର୍ସ ଯୋଗାଇଦିଆଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାର୍ଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ। ବାକି କ୍ବାର୍ଟର୍ସକୁ ଅତିଥିମାନଙ୍କ ପାଇଁ ସଂରକ୍ଷଣ ରଖାଯିବ। ଖାଲି ସେତିକି ନୁହେଁ, ଟେନିସ୍ କୋର୍ଟ ଓ ବ୍ୟାଡ ମିଣ୍ଟନ ଖେଳିବା ପାଇଁ ମଧ୍ୟ ସୁବିଧା ଉପଲବ୍ଧ କରାଯିବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନଷ୍ଟ୍ରକସନ୍ ନିଗମ ଲମିଟେଡ଼ (ଓବିସିସି)କୁ ଦାୟିତ୍ବ ଦିଆଯାଇଛି। ଆସନ୍ତା ବର୍ଷକ ଭିତରେ ନୂତନ ଏମ୍ଏଲ୍ଏ କଲୋନି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଆଉ ୬ ମାସ ସମୟ ଦିଆଯିବ।
ପୁରୁଣା କଲୋନିରେ ଥିବା ପୁଲିସ ଷ୍ଟେସନ୍, ପୋଷ୍ଟ୍ ଅଫିସ, ରେଳ ବୁକିଂ ଅଫିସକୁ ଭଙ୍ଗାଯାଇ ସେ ସ୍ଥାନରେ ନୂଆ କରି ସେସବୁ ନିର୍ମାଣ କରାଯିବ। ନୂତନ ଏମ୍ଏଲ୍ଏ କଲୋନିରେ ପ୍ରତି ବ୍ଲକ ସଂଯୋଗ ପାଇଁ ୨୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। ବୈଠକରେ ପୂର୍ତ୍ତ ସଚିବଙ୍କ ସମେତ ଓବିସିସି ପରିଚାଳନା ନିର୍ଦ୍ଦେଶକ, ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ୍ ନିର୍ଦ୍ଦେଶକ, ବିଧାନସଭା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
W katalogu gier znajdują się znane produkcje, w tym Chicken Road 2, Fire Joker, Funky Time, Dog House 1000 czy Energy Joker: Hold and Win. Od momentu startu projektu w 2019 roku platformie zaufało już ponad 350 000 użytkowników. Serwis działa na podstawie licencji wydanej przez regulatora z Curaçao, co zapewnia zgodność z europejskimi standardami branży iGaming. Ambicją marki jest oferowanie jakości usług, która może skutecznie konkurować z popularnymi serwisami pokroju TotalCasino.
Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?