ଧୂମପାନ ଏପରି ଏକ ଅଭ୍ୟାସ ଯାହା ପରୋକ୍ଷରେ ଅନେକ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାକୁ ଡାକି ଆଣିଥାଏ। କେତେକ ଏହାର ବଶବର୍ତ୍ତୀ ହୋଇ ଅକାଳରେ ମୃତ୍ୟୁର ସାମନା କରିବାର ଅନେକ ନଜୀର ରହିଛି। ତେବେ ଧୂମପାନ ପରି ଅଭ୍ୟାସଠାରୁ ନିଜକୁ କିପରି ଦୂରେଇ ରଖିବେ ସେଥିପାଇଁ ଆଉ ଏକ ଉଦ୍ୟମ ଆରମ୍ଭ କରିଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ। ପାଖାପାଖି ଦୁଇବର୍ଷ ଧରି ସେମାନେ ଏକ ଗବେଷଣା ଆରମ୍ଭ କରିଛନ୍ତି। ଧୂମପାନ ପରିତ୍ୟାଗ ପାଇଁ ସେମାନେ ଏକ ପ୍ରକାର ଆପ୍ସ ପ୍ରସ୍ତୁତରେ ଲାଗିପଡିଛନ୍ତି। ଏହି ଆପ୍ସ ପ୍ରସ୍ତୁତ ହୋଇଗଲେ ତାହାକୁ ଅନୁସରଣ କରି ଧୂମପାନ ସହ ଜଡିତ ଜଣେ ବ୍ୟକ୍ତି ଏଭଳି ଅଭ୍ୟାସକୁ ଧୀରେ ଧୀରେ ପରିତ୍ୟାଗ କରିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।
ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- Advertisement -
Stay Connected
Comment
- BrianLit on ଆଜିର ରାଶିଫଳ
- GeorgeStaby on ଆଜିର ରାଶିଫଳ
- HaroldAtows on ଆଜିର ରାଶିଫଳ
- Jamesmat on ଆଜିର ରାଶିଫଳ
- Bryanplani on ଆଜିର ରାଶିଫଳ

coworking space dubai coworking space dubai
Экскурсовод организует частную поездку экскурсии по Калининградской области из Калининграда с осмотром достопримечательностей и профессиональным сопровождением.