ଭୁବନେଶ୍ୱର : କ୍ୟାପିଟାଲ ଥାନା ପୋଲିସ ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍ ଅଫିସରଙ୍କୁ ଗିରଫ କରିଛି। ତାଙ୍କ ନାମ ଶର୍ମିଷ୍ଠା ବେହେରା। ସେ ନିଜକୁ ଜଣେ ଆଇପିଏସ ଅଫିସର ପରିଚୟ ଦେଇ ଲକ୍ଡାଉନ୍ ନିୟମକୁ କୋହଳ କରିବା ସହ କିଛି ନିର୍ଦ୍ଧିଷ୍ଟ କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ଚାପ ପକାଉଥିବା ଜଣାପଡିଛି।
ସୂଚନାନୁସାରେ, ଗତ କିଛିଦିନ ହେଲା ଭୁବନେଶ୍ୱର ରିଜର୍ଭ ଇନସ୍ପେକ୍ଟରଙ୍କୁ ଜଣେ ଲେଡି ଆଇପିଏସ୍ ଅଫିସର ନିୟମିତ ବ୍ୟବଧାନରେ ଫୋନ କରୁଥିଲେ। ଫୋନ କରି ଲକ୍ଡାଉନ୍ ନିୟମକୁ କୋହଳ କରିବା ସହ କିଛି କନଷ୍ଟେବଳଙ୍କ ସପକ୍ଷରେ କହିଥିଲେ। ଏପରିକି ସେମାନଙ୍କୁ ଡ୍ୟୁଟି ନ ଦେବାକୁ ଚାପ ପକାଇଥିଲେ। ପ୍ରଥମେ ରିଜର୍ଭ ଇନସ୍ପେକ୍ଟର ତାଙ୍କ କଥା ଅନୁସାରେ କିଛି କନଷ୍ଟେବଳଙ୍କ ଡ୍ୟୁଟି ପରିବର୍ତ୍ତନ କରିଥିଲେ। ହେଲେ ବାରମ୍ବାର ଫୋନ ଆସିବାରୁ ପୋଲିସର ସନ୍ଦେହ ହୋଇଥିଲା। ଏନେଇ ବରିଷ୍ଠ ଅଧିକାରୀଙ୍କୁ ସେ ଅବଗତ କରିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ପରେ ଗୁରୁବାର ରାତିରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହାଛଡ଼ା ପୋଲିସ ତାଙ୍କୁ ୪୧ ସିଆର୍ପିସିରେ ନୋଟିସ କରି ଛାଡି ଦେଇଥିବା ଜଣାପଡିଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.