କଟକ : ଅମଲାଙ୍କ ପରେ ନେତାଙ୍କ ପାଳି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ଦୁର୍ନୀତିକୁ ନେଇ ଜିରୋ ଟଲରେନ୍ସ ଆଭିମୁଖ୍ୟ ଆପଣାଇଥିବା ମୁଖ୍ୟମନ୍ତ୍ରୀ କଠୋରେ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଭବାନୀପାଟଣା ବିଧାୟକ ଅନାମ ନାଏକଙ୍କୁ ଭୁବନେଶ୍ୱରରେ ଭିଜିଲାନ୍ସ ଗିରଫ କରିଛି । ଗତ ୧୭ ତାରିଖରେ ୩୦ ଜଣିଆ ଭିଜିଲାନ୍ସ ଟିମ୍ ଅନାମ ନାଏକଙ୍କ ଭବାନୀପାଟଣା ସ୍ଥିତ ଘର ସମେତ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଏକକାଳୀନ ଚଢଉ କରିଥିଲା । ଜୟପୁର ଭିଜିଲାନ୍ସ ଏସ୍ପି ଶଶିଶେଖର ମହାପାତ୍ରଙ୍କ ନିର୍ଦ୍ଦେଶରେ ଅନାମଙ୍କ ଭବାନୀପାଟଣା ନକ୍ଟିଗୁଡ଼ା ଘର, ବ୍ୟାବସାୟିକ କୋଠା, ଏମ୍. ରାମପୁରରେ ଥିବା ଲଜ୍, ଭବାନୀପାଟଣାରେ ନିର୍ମାଣାଧୀନ ଲଜରେ ଚଢ଼ାଉ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା । ରାଜନୀତିକୁ ଆସିବା ପୂର୍ବରୁ ଅନାମ ନାଏକ ଜିଲ୍ଲାପାଳ ଅଫିସରେ କିରାଣୀ ଭାବେ ଚାକିରି କରିଥିଲେ । ୧୫ ବର୍ଷ ତଳେ ଚାକିରୀ ଛାଡି ସେ ରାଜନୀତିରେ ପ୍ରବେଶ କରିଥିଲେ । ଚଢଉ ବେଳେ ତାଙ୍କର ୩ କୋଟି ୪୩ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି। ଯାହା ମଧ୍ୟରେ ପ୍ରମୁଖ ରହିଛି, ବିଭିନ୍ନ ବ୍ୟାଙ୍କରେ ୪୯ ଲକ୍ଷ ଟଙ୍କାର ଜମା, ନାକଟିଗୁଡ଼ାରେ ପ୍ରାୟ ୧୯ ଲକ୍ଷ ଟଙ୍କା ମୂଲ୍ୟର ତିନି ମହଲା କୋଠା, ଏମ. ରାମପୁରରେ ପ୍ରାୟ ୫୮ ଲକ୍ଷ ଟଙ୍କା ମୂଲ୍ୟର ଡୁପ୍ଲେକ୍ସ ଲଜ୍ ଓ ମାର୍କେଟ କମ୍ପ୍ଲେକ୍ସ, ନାକଟିଗୁଡ଼ା ପୁରୁଣାପଡ଼ାରେ ପ୍ରାୟ ୫୨ ଲକ୍ଷ ଟଙ୍କା ମୂଲ୍ୟର କୋଠା, ୯୪ ଲକ୍ଷ ଟଙ୍କା ମୂଲ୍ୟର କୃଷି ଓ ବିନାକୃଷି ଭିତ୍ତିକ, ୨୪ ଲକ୍ଷ ଟଙ୍କା ମୂଲ୍ୟର ୨ଟି ଚାରି ଚକିଆ ଯାନ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଲ୍ ଗଲେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକ
- Advertisement -
Stay Connected
Comment
- Kevingyday on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- Cifrovoe zdravoohranenie_kkEn on କୃଷ୍ଣ ବୁଣିଲେ କଳିମଞ୍ଜି !
- Leoawact on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Cifrovoe zdravoohranenie_uyEn on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- VernonAgite on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ

Nicki minsk sexyFree sexy russian personialsFinder offender sexJohn mayer sex videoHorny gay chat rooms in ohioBody movement and sexual oreintationTransgender statusWife fucks young teens cockBurke’s porno filmsMan naked uncut xnxx Amatuer cunt lacingCheap las vegas hotel on the stripMale humiliation bdsmJessica alba teen choice awardDutch gay tubesMen in panties femdomTuscaloosa facial rejuvenation
https://daily.xxxevery.day/ Nikki s titsSexy pape videosDrunk pics xxxFree aria giovanni ddf busty videoSexual techniquestBefore and after pictures of breast liftFree
mobile porn mastubastion xnxx Curly skinny trimmed teenValspar ultra premium exterior latex reviewsSexual abuse nurse examinerFree porn movie streamSexy nude babes
pixHomosexual ratio in americaHeterogenous parenchymal echotexture in breast14
hour adult bookstore pittsburghHardcore interracial trailerNude malysian teen videosLesiones
sexo analStargate sg episode 1 nude scene