ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ଗରକୁ ଫେରିଛନ୍ତି । ତେବେ ଅନ୍ୟ ୧୮ଜଣ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ରାଜ୍ୟରେ କରୋନା ସ୍ଥିତି ଦେଖି ଭୁବନେଶ୍ୱ, ଯାଜପୁର, କଟକକୁ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଦିଲ୍ଲୀର ମୁଜାମୁଦ୍ଦୀନ ସଭାରୁ ଓଡିଶା ଫେରିଥିବା ଲୋକଙ୍କ ପାଇଁ ଓଡିଶା ସରକାରଙ୍କ ସହ ସହଯୋଗ କରି ନିଜ ବିଷୟରେ ସବିଶେଷ ତଥ୍ୟ ଦେବାକୁ ଅନଉରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଅନରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, କରୋନା ମାନବ ଜାତିର ସବୁଠୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ନିଜାମୁଦ୍ଦିନ ସଭାରୁ ଓଡ଼ିଶା ଫେରିଥିବା ସମସ୍ତଙ୍କୁ ଅନୁରୋଧ ତୁରନ୍ତ ୧୦୪ରେ ଫୋନ୍ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଗେଇ ଆସନ୍ତୁ। ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିବ। ଏହି ଭଳି ଭାବରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Slottica Kasyno dysponuje rozbudowanym katalogiem gier, obejmującym automaty, gry stołowe, kasyno na żywo oraz zakłady sportowe. Platforma współpracuje z czołowymi dostawcami, takimi jak NetEnt, Microgaming i Play’n GO, co przekłada się na wysoką jakość grafiki i płynność rozgrywki.