ସମ୍ବଲପୁର : କରୋନା ଭୂତାଣୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶକୁ ୨୧ ଦିନର ଲକ୍ ଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ସମର୍ଥନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଏହାର ପ୍ରଭାବ ସିଧାସଳଖ ଭାବେ ଶ୍ରମିକ, ଖଟିଖିଆ, ଦିନମଜୁରିଆଙ୍କ ଭଳି ପରିବାର ଓ ବ୍ୟକ୍ତିବିଶେଷଙ୍କ ଉପରେ ପଡିଛି। ରାଜ୍ୟରେ ୨୦ଲକ୍ଷରୁ ଅଧିକ ନିର୍ମାଣ ଓ କୋଠାବାଡି ଶ୍ରମିକ ଏଥିରେ ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ହିନ୍ଦ ମଜଦୁର ସଂଘ ସଭାପତି ବିଜୟ ମହାନ୍ତି, ଓଡିଶା ନିର୍ମାଣ ମଜଦୁର ସଂଘ ସାଧାରଣ ସମ୍ପାଦକ ଗୋକୁଳ ମେହେର, ଆବାହକ ସଞ୍ଜିତ ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଚିଠି କରି ଅନୁରୋଧ କରିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ଏଭଳି ପରିସ୍ଥିତିରେ ଶ୍ରମିକମାନେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ସଚେତନତାକୁ ପାଳନ କରୁଛନ୍ତି । ହେଲେ ପ୍ରତିଦିନ ରୋଜଗାର ହେଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏଭଳି ପରିପ୍ରେକ୍ଷୀରେ ଶ୍ରମିକମାନେ ଭୋକ ଉପାସରେ ଡହଳବିକଳ ହେବେ। ରାଜ୍ୟରେ ସମସ୍ତ କାମ ବନ୍ଦ ହୋଇଯାଇଛି। ଏଭଳିକି ରାଜ୍ୟ ବାହାରୁ ମଧ୍ୟ ଶ୍ରମିକମାନେ କାମ ଛାଡି ଘରକୁ ଫେରିଛନ୍ତି । ୩ ସପ୍ତାହ ଧରି କାମ ବନ୍ଦ ହୋଇଗଲେ ଘରେ ମୁଠେ ଦାନା ମଧ୍ୟ ଖାଇବା ପାଇଁ ମିଳିବ ନାହିଁ । ସ୍ବାସ୍ଥ୍ୟଗତ କାରଣ ରହିଲେ ମଧ୍ୟ ଔଷଧ କିମ୍ବା ଚିକିତ୍ସା କରିପାରିବେ ନାହିଁ । ଲକ୍ଷାଧିକ ଶ୍ରମିକ କିଭଳି ଭାବେ ପରିବାର ଚଳାଇବେ ସେ ନେଇ ସରକାର ଚିନ୍ତାକରି ପଦକ୍ଷେପ ନିଅନ୍ତୁ । ଦିଲ୍ଲୀ ଓ ଉତ୍ତରପ୍ରଦେଶ ସରକାର ଯେପରିଭାବେ ଶ୍ରମିକମାନଙ୍କୁ ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେଇଛନ୍ତି ସେହିଭଳି ରାଜ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ଶତାଧିକ କୋଟି ଟଙ୍କା ରହିଛି। ସେହି ଅନୁଦାନରୁ ଏବେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଆର୍ଥତ୍କ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ ଯେ, ସମଗ୍ର ରାଜ୍ୟରେ ୨୦ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସମ୍ବଲପୁର ଜିଲାରେ ୪୫ ହଜାରରୁ ଅଧିକ ପଞ୍ଜୀକୃତ ହୋଇଛନ୍ତି।
ରୋଜଗାର ହରାଇଛନ୍ତି ୨୦ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ
- Advertisement -

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Slottica Casino zbudowaliśmy z myślą o graczach z Polski, którzy szukają jednego miejsca do wszystkiego – od automatów i kasyna na żywo po zakłady sportowe i e-sport. U nas znajdziesz ponad 20 000 gier od ponad 250 dostawców, w tym największe nazwiska branży, design działający równie dobrze na desktopie i telefonach, codzienne loterie, kwartalny konkurs Season’s Battle z nagrodami rzeczowymi (telewizory Samsung, MacBook Air, gadżety) oraz bogaty program turniejowy. Slottica Kasyno to też rozbudowany system bonusów – pakiet powitalny, cashback, prezenty urodzinowe, bonusy za polecenie znajomych i premie za pobranie aplikacji – a do tego wsparcie po polsku dostępne całą dobę przez czat. Dla nas liczy się to, żebyś mógł grać tak, jak lubisz: bez ograniczeń godzin, bez ukrytych warunków, z pełną kontrolą nad limitami i kontem.