ଗଞ୍ଜାମ: ଗଞ୍ଜାମ ଓ ବେଗୁନିଆପଡ଼ା ବ୍ଲକ୍ର ତିନୋଟି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବିଶୃଙ୍ଖଳା ଘଟଣାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆ ନିଜ ଭୁଲ୍ ସ୍ୱୀକାର କରିଛନ୍ତି । ଭବିଷ୍ୟତରେ ଏହିପରି କାର୍ଯ୍ୟ କରିବୁ ନାହିଁ ବୋଲି ହାତଯୋଡ଼ି କ୍ଷମା ମାଗିଛନ୍ତି । ଏ ସମ୍ପର୍କିତ ଏକାଧିକ ଭିଡିଓ ବୁଧବାର ସଙ୍ଗରୋଧ କେନ୍ଦ୍ରମାନଙ୍କରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତ ଶତ୍ରୁସୋଲ କେନ୍ଦ୍ରରେ ସୁରତ ଫେରନ୍ତା ବ୍ୟକ୍ତି ଖାଦ୍ୟ ଠିକ୍ ନ ଥିବା ଅଭିଯୋଗ କରିଥିବା ଘଟଣାରେ ସେମାନଙ୍କୁ କ୍ଷମା କରନ୍ତୁ ବୋଲି କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସେମାନଙ୍କୁ ଠିକ୍ ଭାବେ ରଖିଛନ୍ତି । ସବୁ ଠିକ୍ ମିଳୁଛି ବୋଲି ଭାଇରାଲ ଭିଡିଓରେ କହିଛନ୍ତି । ଛୋଟ ଛୋଟ ଭୁଲ୍କୁ କ୍ଷମା କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ବେଗୁନିଆପଡ଼ା ଜନତା ହାଇସ୍କୁଲ୍ରୁ ଶ୍ରୀକାନ୍ତ ଚାନ୍ଦ ପ୍ରବାସୀ ଓଡ଼ିଆଙ୍କ ଉପସ୍ଥିତିରେ ଭିଡିଓ ଭାଇରାଲ୍ କରିଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ଚାଲି ଯାଇଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି । ନିଜ ଭୁଲ୍ ବୁଝିପାରି ପୁଣି ସଙ୍ଗରୋଧ କେନ୍ଦ୍ରକୁ ଫେରିଛୁ । ସରକାର ଆମକୁ ଗୁଜୁରାଟରୁ ଏଠାକୁ ଆଣି ଥିବାରୁ ଧନ୍ୟବାଦ ଜଣାଉଛୁ । ଶପଥ କରୁଛୁ ଏହି ଭୁଲ୍ କେବେ କରିବୁ ନାହିଁ । ଖାଇବା ଓ ପିଇବା ଭଲ ମିଳୁଛି । କରୋନା ପରି ମହାମାରୀକୁ ସମସ୍ତେ ମିଶି ତଡ଼ିବା, ସେଥିରେ ସହଯୋଗ କରିବେ ବୋଲି ଭିଡିଓ ବାର୍ତ୍ତା ଦେଇଛନ୍ତି ।
ସେହି ବ୍ଲକ୍ ରାଘପୁର କ୍ୱାରେଣ୍ଟାଇନ୍ ସେଣ୍ଟର୍ର ଅନ୍ତେବାସୀମାନେ ମଧ୍ୟ ସମାନ ଧରଣର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଛନ୍ତି । ଶତ୍ରୁସୋଲ ଆଦର୍ଶ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଦିଆଯାଇଥିବା ଜଳଖିଆ ଏବଂ ଖାଦ୍ୟ ଠିକ୍ ନ ଥିବା ଅଭିଯୋଗ କରି ଫେରାଇ ଦେଇଥିବା ଭିଡିଓ ଭାଇରାଲ୍ ହୋଇଥିଲା । ସେହିପରି ବେଗୁନିଆପଡ଼ା ଜନତା ଆଦର୍ଶ ବିଦ୍ୟାଳୟ ଏବଂ ରାଘପୁର ଆଦର୍ଶ ବିଦ୍ୟାଳୟରେ ଠିକ୍ ବ୍ୟବସ୍ଥା ନ ଥିବା ନେଇ ୧୫୦ରୁ ଅଧିକ ସୁରଟ ଫେରନ୍ତା ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଥିଲେ ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.