ଜାନୁଆରୀ ୦୯ ତାରିଖ *୨୦୧୯ମସିହା (ବୁଧବାର)
କାଳବେଳା – ଦିବାଘ୦୯/୧୦ଗତେ ଘ୧୦/୩୦ମଧ୍ୟେ ବାରବେଳା-ଦିବାଘ୧୧/୫୦ଗତେ ଘ୦୧/୧୧ମଧ୍ୟେ
- *ଅମୃତବେଳା – * ଦିବା ଘ୦୭/୫୩ ଗତେ ଘ୦୯/୧୦ମଧ୍ୟେ ଓ ଘ୦୨/୩୫ଗତେ ଘ୦୪/୦୧ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୭/୫୦ମଧ୍ୟେ* ଓ ଘ୧୦/୩୧ଗତେ ଘ୧୧/୫୨ମଧ୍ୟେ
ମେଷ : ଆଜିର ଚନ୍ଦ୍ର ରାଶ୍ୟାଧିପ ମଙ୍ଗଳଙ୍କ ନକ୍ଷତ୍ରରେ ଥିବାରୁ କର୍ମକ୍ଷେତ୍ରରେ ତତ୍ପରତାର ସହ ସଫଳତା ହାସଲ କରିବାରେ ସମର୍ଥ ହେବେ। ପାପଯୁକ୍ତ ଚତୁର୍ଥାଧିପତି ହେତୁ ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସେତେଟା ଭଲ ଫଳ ମିଳି ନ ପାରେ। ପାରିବାରିକ ସ୍ତରରେ ମଧ୍ୟ ବୁଝାମଣା ଠିକ୍ ରହିବ ନାହିଁ ।
ବୃଷ : ପାପଗ୍ରହ ଯକ୍ତ ଧନସ୍ଥାନ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବ। ଅବଶ୍ୟ ଶୁକ୍ରଙ୍କ ରାଶି ଅବଲୋକନ ଦୈହିକ ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିବ। ଆତ୍ମୀୟ ମାନଙ୍କ ସହ ଯୋଗରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସହକର୍ମୀଙ୍କ ଜରିଆରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି।
ମିଥୁନ : ବନ୍ଧୁବର୍ଗଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କରଜକରି ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ ଉପରିସ୍ଥଙ୍କ କଟୁ ସମାଲୋଚନା ଶୁଣିବାକୁ ପଡିବ। ବ୍ୟବସାୟରେ ନୂତନ ପଦେକ୍ଷପ ଗ୍ରହଣ କରିବା ସକାଶେ ମନ ବଳାଇବେ।
କର୍କଟ : ରବିଙ୍କ ପ୍ରଭାବରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ନିକଟ ସମ୍ପର୍କୀୟମାନଙ୍କ ସହଯୋଗ ଲାଭକରି ଅଟକି ରହିଥିବା କାମଟିିକୁ ପୂର୍ଣ୍ଣାଙ୍ଗ କରିପାରନ୍ତି। ମାଲିମକଦ୍ଦମାରେ କିମ୍ବା ପ୍ରତିଯୋଗୀତା କ୍ଷେତ୍ରରେ କୈାଣସି ସମସ୍ୟା ଉପୁଜିପାରେ । ପ୍ରକାଶନ, ଚୁକ୍ତିପତ୍ର, ପ୍ରଶାସନ, ଶିଳ୍ପ, ବାଣିଜ୍ୟ, ପରିବହନ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ସିଂହ : ଗୁରୁ ଓ ଶୁକ୍ର ପରିବାର ସ୍ଥାନରେ ଲୋକସମ୍ପର୍କ ବୃଦ୍ଧି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ଅସମର୍ଥିତ ସୂତ୍ରରୁ କୈାଣସି ଖବର ଶୁଣି କିମ୍ବା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ବାଣିଜ୍ୟ,ବ୍ୟବସାୟ, ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ସହ ମାନମାନାନ୍ତର ଦେଖା ଦେଇପାରେ । ମିତ୍ର କେହି ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଛଳନା କରି ଦୂରେଇ ଯାଇ ପାରନ୍ତି।
କନ୍ୟା : ଧର୍ମଭାବ ପ୍ରତି ଗ୍ରହମାନଙ୍କ ଦୃଷ୍ଟି କୈାଣସି ନୂତନ କର୍ମାରମ୍ଭ ସକାଶେ ମାନସିକତା ସୃଷ୍ଟିକରିବ,ସାହିତ,ସାମ୍ବାଦିକତା,ଗବେଷଣା,ବ୍ୟବସାୟ,ଚୁକ୍ତିପତ୍ର,ସଭାସମିତି, ଆଲୋଚନା କ୍ଷେତ୍ରରେ ସଫଳତା ପାଇବେ । ପାଖ,ପଡୋଶୀଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଚେଷ୍ଟିତ ହେବେ ା ଆଜିର ଯାତ୍ରା,ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ କ୍ଷୀଣ ଆଶା ରହିଛି ।
ତୁଳା : ଆଜିର ଗ୍ରହଯୋଗ ପ୍ରଭାବରେ ଯାହାକୁ ଯାହା କହିବେ ତାହା କଦାପି ନିଷ୍ଫଳ ହେବନାହିଁ । କିନ୍ତୁ ତୃତୀୟସ୍ଥ ପାପଗ୍ରହ ଜନିତ କୌଣସି କାମରେ ବନ୍ଧୁମାନେ ଠିକ୍ ଖବର ଦେବାରେ ହେଳା କରିପାରନ୍ତି। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର, ସାମ୍ବାଦିକତା, ସଭାସମିତିରେ ସୁନାମ ମିଳିବ । ଅଫିସ୍ କାମରୁ ଫାଇଲ କିମ୍ବା ଅର୍ଥ ସମ୍ପର୍କୀୟ କୈାଣସି ଅଭିଯୋଗ ଆସିପାରେ ।
ବିଛା : ବୃହସ୍ପତିଙ୍କ ଶୁଭଦୃଷ୍ଟି ଜନିତ ସମ୍ପର୍କ ଦୃଢୀଭୁତ ହେବା ସହ ଲକ୍ଷ୍ୟପୂରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିବ। କିନ୍ତୁ ଭିତରେ ଭିତରେ ଇର୍ଷାକରୁଥିବା କୈାଣସି ନିଜ ପରିସରର ବ୍ୟକ୍ତିଙ୍କ ସହ ସମ୍ପର୍କ ହ୍ରାସ ହେବ । ଆପଣ ସାଧାରଣ ପ୍ରଶଂସାରେ ଯେତିକି ଉତ୍ଫୁଲ୍ଲିତ ହେବେ ଟିକିଏ ମାତ୍ର ସମାଲୋଚନାରେ ତଦନୁପାତରେ ବ୍ୟସ୍ତବିବ୍ରତ ହୋଇପାରନ୍ତି।
ଧନୁ : ପାପଗ୍ରହମାନେ ରାଶିରେ ଅବସ୍ଥାନ କରି ବିବାଦୀୟ ଚିନ୍ତାଧାରା ଉପତ୍ନ କରିପାରନ୍ତି। ଚନ୍ଦ୍ର ଓ କେତୁଙ୍କ ସ୍ଥିତି ଜନିତ ବନ୍ଧୁମାନେ ପରୋକ୍ଷ ଭାବରେ ବିରୁଦ୍ଧାଚରଣ କରିବେ। ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। କିନ୍ତୁ ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରହିବ, ଯାହାକି ଆପଣଙ୍କ କାମଗୁଡିକ ସୁବିଧାରେ ହେବାକୁ ସାହାଯ୍ୟ କରିବ।
ମକର : ରାଶିରେ ଚନ୍ଦ୍ର ମନ୍ଦଗ୍ରହ ଶନିକ୍ଷେତ୍ରସ୍ଥ କାରଣରୁ ପ୍ରତ୍ୟେକ କାର୍ଯ୍ୟ ଓ ଚିନ୍ତା ଧାରା ଶିଥିଳ ରହିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ସାହିତ୍ୟ, ସଙ୍ଗୀତ, ଶିଳ୍ପ, ବ୍ୟବସାୟ,ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।
କୁମ୍ଭ : କୌଣସି ଦାୟିତ୍ୱପୂର୍ଣ୍ଣ କାମଟି ଧିମେଇ ଯିବାରୁ ମାନସିକ ସ୍ତରରେ ଚି‘ିତ ରହିପାରନ୍ତି। ବ୍ୟବସାୟିକ ସଫଳତା ଅବଶ୍ୟ ମିଳିବ କିନ୍ତୁ ଋଣ ପରିଶୋଧ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା, ବାଣିଜ୍ୟ, ପରିବହନରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ତଥାପି ଆରୋଗ୍ୟଲାଭ, ରାଜନୀତି, ଆନୁଷ୍ଠାନିକ ପାଇଁ ଦିନଟି ମନ୍ଦ ହେବନି ।
ମୀନ : ଧନ ଭାଗ୍ୟାଧିପତି ରାଶିରେ ରହିଥିବାରୁ ଅର୍ଥ ସହ ବିଶିଷ୍ଟବ୍ୟକ୍ତି ସାନ୍ନିଧ୍ୟ କିମ୍ବା ଅନୁକମ୍ପା ଲାଭକରିପାରିବେ। ଧର୍ମକାର୍ଯ୍ୟ, ସନ୍ତାନଙ୍କ ଉଚ୍ଚଶିକ୍ଷା, ନୂତନ କର୍ମାରମ୍ଭ ଓ ଯୋଜନା ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ମାଲିମକଦ୍ଦମା, ରାଜନୀତି.ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ପରିଲକ୍ଷିତ ହୋଇପାରେ ।

Penis puppetry picturesVintage amana radarangeHow to make your woman cumBig breasted naked
girlsBlog blow jobFree trial erotic encountersLadies nudes videosJaban sexy xnxx Uncensored
naked protestersPendulous breasts surgery reduction fanny hillVintage mexican silver stone fell garaHardcore fuck bangSex oral incepatorNude emo pictureA man with two penisesMyspace vagina bangs
https://xxxxvideos.cc Very sexy girl picturesHand job helperInterracial
cum facialLenox vintage jewel platinumBreast cancer awareness
slide show backgroundHot nasty girl porn freeWeb hosting
for adult contentCdc breast cancer statisticsBig boobs and musclesVintage mermaid
mold xnxx Femdom analHuge cocks destroy tiny holesGay jizz drawingsPic dildoBaked chicken breast with mushroom soupSmoking milf videoAmateur wild girlsWho was virgin mary’s motherSouth beach miami men thong nudeVaginal discharge and flomaxFree
shemales tv