ଜାନୁଆରୀ ୧୩ ତାରିଖ *୨୦୧୯ମସିହା (ରବିବାର)
କାଳବେଳା ଓ ବାରବେଳା-ଦିବା ଘ୧୦/୫୩ଗତେ ଘ୦୧/୫୭ମଧ୍ୟେ
******
* *ଅମୃତବେଳା – * ଦିବା ଘ୦୭/୫୧ ଗତେ ଘ୦୯/୧୫ମଧ୍ୟେ ଓ ରାତ୍ରି ଘ୦୮/୪୧ଗତେ ଘ୧୨/୦୦ମଧ୍ୟେ*
ମାହେନ୍ଦ୍ର ବେଳା- ଦିବା ଘ ୦୯/୧୯ ଗତେ ଘ ୧୦/୩୮ମଧ୍ୟେ* ଓ ଘ୦୧/୫୭ଗତେ ଘ୦୨/୫୦ ମଧ୍ୟେ
ମେଷ-ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ପ୍ରଶଂସିତ ହେବେ। ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରିବା ଭଲହେବ।
ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟସାୟରେ ଲାଭ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ: ମନ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ରହିବେ। ମାନ-ସମ୍ମାନ ମିଳିବ।
କର୍କଟ: ଭାଗ୍ୟ ବୃଦ୍ଧି ହେବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।
ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତିତ ରହିପାରନ୍ତି। ଶତ୍ରୁଠାରୁ ଦୂରେଇ ରୁହନ୍ତୁ।
କନ୍ୟା:ଦିନଟି ଭଲରେ କଟିବ। ଯଶକୀର୍ତ୍ତି ପାଇପାରନ୍ତି। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।
ତୁଳା: ସହକର୍ମୀଙ୍କ ସହଯୋଗ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।
ବିଚ୍ଛା: ପିଲାଙ୍କ ନେଇ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ଶେୟାର ସଟ୍ଟାରେ ଟଙ୍କା ନିବେଶ କରନ୍ତୁ ନାହିଁ।
ଧନୁ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ। ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମକର: ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।
କୁମ୍ଭ: ମନରେ ଦ୍ୱଦ୍ୱ ଲାଗି ରହିବ। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।
ମୀନ: ଧନପ୍ରାପ୍ତି ଯୋଗ ରହିଛି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

Все самое свежее здесь: https://alexstroy.su
Ежедневный обзор: https://tekstum.ru
Частный гид по области предложит кафедральный собор экскурсии Калининград с экскурсоводом и персональным маршрутом по Кафедральному собору.
Подробности по ссылке: https://gen-web.ru
Больше на нашем сайте: https://ekostroy76.ru
Ежедневный обзор: https://megastroy77.ru
шкаф на заказ шкафы-заказать.рф
шкаф шкаф купить
Нужна стальная лента? лента стальная упаковочная оцинкованная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
сериал смотреть подряд смотреть сверхъестественное
стоматология рядом со мной стоматология метро
дизайнерские бра на стену купить светильник в стиле лофт
свадебное организация свадьбы свадьба организация и проведение
организатор свадьбы под ключ заказать свадьбу москва
организация свадеб организация мероприятий свадьбы
стоматология стоит стоматология метро
лента стальная упаковочная оцинкованная лента стальная упаковочная оцинкованная
пятерочка промокод на повторный промокод на скидку пятерочка доставка
Онлайн слот древнегреческих богов gates of olympus слот с динамичным геймплеем и мифологической атмосферой. Множители, бонусные функции и высокая волатильность делают игру интересной и потенциально прибыльной