ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତେଣୁ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି । ଏହି ମର୍ମରେ ସେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଏବଂ ରିଲିଫ୍ କ୍ୟାମ୍ପରେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ହେଲେ ଓଡ୍ରାଫ ଟିମକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜଳମଗ୍ନ ହୋଇଥିବା ରାସ୍ତା ଓ ପୋଲ ଉପରେ ଯାତାୟତ ପାଇଁ ଲୋକମାନଙ୍କୁ ବାରଣ କରାଯାଇଛି।
ସମାଜ ଲାଇଭ୍ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ଖୁବଶୀଘ୍ର ଇଂରାଜୀ ଶୀର୍ଷକ ଓ ଓଡ଼ିଆ କାହାଣୀ ରଚିତ ଏକ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ଫ୍ରମ୍ ମି ଟୁ ୟୁ’। ପୂର୍ବରୁ ଓଡ଼ିଆ ସିନେମାରେ ଏହିଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଶୀର୍ଷକଟି ଇଂରାଜୀ ଥିବା ଦେଖାଯାଇଛି। ମାତ୍ର କେଉଁଟି ତେଲୁଗୁରୁ ଡ଼ବିଂ ହୋଇଥାଏ ତ ଆଉ କେଉଁଟି ତାମିଲ ସିନେମାରୁ ନହେଲେ କେଉଁଟି ହିନ୍ଦୀ ସିନେମାରୁ ଡ଼ବିଂ ହୋଇଥାଏ। ହେଲେ ଏଗୁଡ଼ିକ ଓଡ଼ିଆ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିବା ଦେଖାଯାଇଛି। ସେହିଭଳି ୱେଭସ୍ ଏଣ୍ଟରଟେନମେଣ୍ଟ ନିବେଦିତ ଆଉ ଆଉଏକ ଓଡ଼ିଆ ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦେଶନାର ଭାର ହେମନ୍ତ କୁମାର ସାହୁ ବହନ କରୁଥିବା ବେଳେ ଏଥିରେ ସହାୟକ ନିର୍ଦଶକ ଭାବେ ରହିଛନ୍ତି ଅଶ୍ଵିନୀ ଗଡ଼ନାୟକ। ଚଳଚ୍ଚିତ୍ରଟିର କାର୍ଯ୍ୟକାରୀ ପ୍ରଯୋଜକର ଗୁରୁଦାୟତ୍ଵ ତୁଲାଇଛନ୍ତି ରାଜେଶ କୁମାର ମହାନ୍ତି। ଓଲିଉଡର ଜଣାଶୁଣା ଗୀତିକାର ବସନ୍ତରାଜ ସାମଲ ଏହାର ଗୀତ ରଚନା କରିଥିବାବେଳେ ସଙ୍ଗିତ ନିର୍ଦେଶନା ଦେଇଛନ୍ତି ଓଲିଉଡର ଡାଇନାମାଇକ୍ ସଙ୍ଗିତ ନିର୍ଦେଶକ ପ୍ରେମ ଆନନ୍ଦ। ସେହିପରି ‘ଫ୍ରମ୍ ମି ଟୁ ୟୁ’ ଚଳଚ୍ଚିତ୍ରରେ ଜ୍ୟୋତି, ଶ୍ରଦ୍ଧା ଓ ଅମ୍ଲାନ ମଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଅନ୍ୟାନ୍ୟ ଭୂମିକାରେ ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ପ୍ରଜ୍ଞା, ସ୍କିତା ମହାନ୍ତିଙ୍କୁ ଅଭିନୟ କରୁଥିବା ଦେଖିବାକୁ ମିଳିବ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów.
Interfejs Slottica Casino jest przejrzysty i intuicyjny — logiczna struktura menu, wyszukiwanie w czasie rzeczywistym oraz zaawansowane filtry pozwalają błyskawicznie odnaleźć dowolną grę. Platforma w pełni obsługuje język polski, a responsywny design zapewnia komfort użytkowania na każdym urządzeniu.
Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!