ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ପଡି ବିଲ୍ଡରଙ୍କ ମୃତ୍ୟୁ ହୋଇଛି । ମୃତ ବିଲ୍ଡର ହେଲେ ପୀୟୂସ ମୋହନ ମିଶ୍ର । ଖାରବେଳନଗର ଥାନା ପୋଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶ୍ବଶୁର ଘରକୁ ଆସି ଛାତରୁ ପଡିଯାଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ ଜଣାପଡିନାହିଁ ।
ଆଠ ମହଲା ଆପାର୍ଟମେଣ୍ଟ ଛାତରୁ ପଡି ବିଲ୍ଡର ମୃତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- cmd398 link alternatif on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- JamesCax on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Patrickelisp on ‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
- 창문시트지 on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Casie on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
