କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାରୁଅସ୍ଥିତ ସିଦ୍ଧମଠ ପଡ଼ିଆ ଠାରେ ଆୟୋଜିତ ମିସନ୍ ଶକ୍ତି ସମାବେଶରେ ଘୋଷଣା ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶକୁ ବାଟ ଦେଖାଉଛି। ବମହିଳା ସଶକ୍ତିକରଣ କ୍ଷେତ୍ରରେ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରୁନ୍ତୁ। କେନ୍ଦ୍ରାପଡ଼ା ମାଟି ବିଜୁବାବୁଙ୍କ ମାଟି। ମହିଳା ସଶକ୍ତିକରଣ ଲାଗି ବିଜୁବାକୁ ଚାହୁଁଥିଲେ।
ଏହି ସମାବେଶରେ ମାଛଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବା ସହ ବ୍ଲକ୍ସ୍ତରୀୟ ମହାସଂଘଗୁଡ଼ିକୁ ୨୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।

пожаротушение пожарная сигнализация пожарная сигнализация установка