ଭୁବନେଶ୍ୱର : ସୋମବାର ଦୋଳ, ମଙ୍ଗଳବାର ହୋଲି। ହେଲେ ଏବେଠୁ ଉତ୍ସବମୁଖର ହୋଇଉଠିଲାଣି ଗାଁଠୁ ସହର। ଇତିମଧ୍ୟରେ ଭୁବନେଶ୍ୱର ଓ ଉପକଣ୍ଠରେ କେତେକ ସ୍ଥାନରେ ମେଳଣ ଓ ଫଗୁ ଆରମ୍ଭ ହୋଇଯାଇଥିବାବେଳେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ରଙ୍ଗଖେଳ ହେବ। ତେବେ ଅଧିକାଂଶ ସ୍ଥାନରେ ଠାକୁର ଏବେ ଘରକୁ ଘର ବୁଲି ଭୋଗ ଖାଉଥିବାବେଳେ ଦୋଳ ଓ ହୋଲିକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଭଜନକୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାତ୍ରା ଓ ମିନାବଜାରର ଆୟୋଜନ କରାଯାଇଛି।
ପଟିଆରେ ମେଳଣ ସହ ଅପେରା ପରିବେଷଣ
ଉତ୍ତର ଭୁବନେଶ୍ବର ଅଞ୍ଚଳର ପଟିଆଠାରେ ଗୁରୁବାରଠାରୁ ଫଗୁ ଦଶମୀ ଆରମ୍ଭ ହୋଇଛି। ସୋମବାର ଗ୍ରାମର ମେଳଣ ପଡ଼ିଆରେ ମେଲଣ ଉତ୍ସବ ଅନୁଷ୍ଠିତ ହେବ। ଠାକୁର ରାଧାମାଧବ ମେଳଣ ପଡ଼ିଆରେ ଭୋଗ ଖାଇବେ। ଲୋକଙ୍କ ମନୋରଞ୍ଜନ ପାଇଁ ମେଳଣ ପଡ଼ିଆରେ ଅପେରା ପାର୍ଟି ନାଟକ ମଞ୍ଚସ୍ଥ କରିବ। ଯାତ୍ରା ପଡ଼ିଆରେ ମିନାବଜାର ସହ ପିଲାଙ୍କ ପାଇଁ ଭଳିକି ଭଳି ଖେଳ ଭିନ୍ନ ଆକର୍ଷଣ ପାଲଟିବ।
ନୟାପଲ୍ଲୀରେ ହୋଲି ଦିନ ଲଉଡ଼ି ଖେଳ
ନୟାପଲ୍ଲୀ ବେହେରା ସାହିରେ ବେହେରା ପରିବାର ପକ୍ଷରୁ ଦୋଳ ଉତ୍ସବକୁ ପାରମ୍ପରିକ ଭାବେ ପାଳନ କରାଯିବ। ଲଉଡ଼ି ଖେଳ, ଶିଙ୍ଗା, ଘାଗୁଡ଼ି ଖେଳ ମଧ୍ୟରେ ବାଲୁଙ୍କେଶ୍ବର ମନ୍ଦିର ପୁଷ୍କରିଣୀରୁ କଳସରେ ପବିତ୍ର ଜଳ ଆସିବ। ଦୋଳପୂର୍ଣ୍ଣିମାରେ ଗାଈ ପୂଜନ କରାଯିବା ସହ ଗ୍ରାମର ରାଧାମୋହନ, ହରିଶଙ୍କରଙ୍କୁ ପାଲିଙ୍କିରେ ବସାଇ ଗ୍ରାମ ପରିକ୍ରମା କରାଯିବ। ଶେଷରେ ହୋଲି ଦିନ ଲଉଡ଼ି ଖେଳ, ଅବିର ପର୍ବ ଅନୁଷ୍ଠିତ ହେବ।
ଲକ୍ଷ୍ମୀସାଗରରେ ୬ ଗ୍ରାମର ବିଗ୍ରହ
ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଲକ୍ଷ୍ମୀସାଗର ଗ୍ରାମ ସହ ପଡ଼ୋଶୀ ଗ୍ରାମ ବଡ଼ଗଡ଼, ଝାରପଡ଼ା, ରସୁଲଗଡ଼, ବମିଖାଲ, କୋରଡ଼କଣ୍ଟାର ବିଗ୍ରହ ଏକାଠି ହେବେ। ଆସନ୍ତା ୧୪ ତାରିଖରେ ମେଳଣ ସହ ୬ ବିମାନରେ ଫଗୁ ଖେଳିବେ। ଏହି ଅବସରରେ ମେଳଣ ପଡ଼ିଆରେ ସଙ୍କୀର୍ତ୍ତନ ସଭା କରାଯିବ।
ଜାଗମରା, ଶ୍ୟାମପୁରରେ ଯାତ୍ରା ସହ ହରିହର ଭେଟ
ଜାଗମରା ଓ ଶ୍ୟାମପୁର ଅଞ୍ଚଳରେ ଠାକୁର ଗ୍ରାମ ପରିକ୍ରମା କରିବା ସହ ଭୋଗ ଖାଇଛନ୍ତି। ଏହି ଅବସରରେ ଉଭୟ ଅଞ୍ଚଳରେ ହରିହର ଭେଟ୍ ଅନୁଷ୍ଠିତ ହେଉଥିବାବେଳେ ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ। ଶନିବାର ଜାଗମରା ଓ ଆଖପାଖ ଗ୍ରାମ ସରକନ୍ତରା, ଆଇଗିଣିଆ, କୋଳଥିଆ, ଘାଟିକିଆ, ପୋଖରୀପୁଟ, ଡୁମଡୁମାର ଠାକୁରମାନେ ବିମାନରେ ଜାଗମରା ମେଳଣ ପଡିଆକୁ ଆସିବା ଆରମ୍ଭ କରିଛନ୍ତି। ରବିବାର ହରିହର ଭେଟ ଅନୁଷ୍ଠିତ ହେବ। ସେହିପରି ଶ୍ୟାମପୁରରେ ମେଳଣ ସହ ଫଗୁ ଖେଳ ଆରମ୍ଭ ହୋଇଛି। ଦଶମୀରୁ ଠାକୁର ଚାଚେରି ଭୋଗ ଖାଇବା ଆରମ୍ଭ କରିଥିବାବେଳେ ଏହା ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମେଳଣ ପଡ଼ିଆରେ ବିଗ୍ରହଙ୍କୁ ଭୋଗ ଲାଗି ସହ ହରିହର ଭେଟ କରାଯିବ। ପରେ ଗାଁ ଦାଣ୍ତରେ ପୁଣି ସବୁ ଠାକୁରଙ୍କୁ ଭୋଗ ହାଣ୍ଡି ସମର୍ପଣ କରାଯିବ। ସେହିଭଳି ତମାଣ୍ଡୋରେ ହୋଲି ଦିନ ଅବିର ଖେଳ ନ ଥିବାରୁ ସେଠାରେ ଦୋଳ ଉତ୍ସବରେ ଠାକୁରଙ୍କ ମେଳଣ ଓ ଅବିର ଖେଳ ସମ୍ପନ୍ନ ହେବ। ରାତିରେ ମେଳଣ ପଡ଼ିଆରେ ଅପେରା ପାର୍ଟିମାନେ ଯାତ୍ରା ପରିବେଷଣ କରିବେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.