ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଛାଡ଼ିବା ପରେ ଆଜି ସେ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଶ୍ରୀ ସେଠୀଙ୍କୁ ଆଜି ବିଜେପି କାର୍ଯ୍ୟାଳୟରେ ଦେଖିବାକୁ ମିିଳିଛି। ସେହିପରି ବିଜେପି ଲୋକସଭା ଆସନରୁ ସେ ଭଦ୍ରକ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆଜି ସକାଳେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କ ପୁଅଙ୍କୁ ଭଦ୍ରକ ଲୋକସଭା ଆସନ ଲାଗି ଦଳୀୟ ଟିକେଟ ଦିଆ ନଯିବାରୁ ସେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହୋଇଥିଲା।
‘ବିଜେଡି ପ୍ରାର୍ଥୀ ଚୟନରେ ଅନିୟମିତତା ଲକ୍ଷ୍ୟ କରାଯାଇଛି। ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ଟିକେଟ୍ ମିଳିଛି, ମୋ ପୁଅକୁ ଚୟନ କରାଗଲାନି, ସେଥିପାଇଁ ମୁଁ ମର୍ମାହତ । ଏବେ ବିଜେଡି ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଛି ବୋଲି କହିଛନ୍ତି ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ସେଠୀ ।ସେ ଆହୁରି କହିଛନ୍ତି ଯେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ଲାଗି ୪ ଘଣ୍ଟା ଅପେକ୍ଷା କରିଥିଲେ ମାତ୍ର ଦେଖା କରିପାରିଲି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ କ୍ଷମତା କେନ୍ଦ୍ରମାନେ ତାଙ୍କୁ ଦେଖା କରାଇ ଦେଲେ ନାହିଁ। ଏହା ତାଙ୍କୁ ଖୁବ୍ ଆଘାତ ଦେଇଛି । ଏହାପରେ ସେ ଅନୁଭବ କଲେ ଯେ ବିଜେଡି ଲାଗି ଅନାବଶ୍ୟକ ହୋଇ ପଡ଼ିଛନ୍ତି। ତେଣୁ ଇସ୍ତଫା ଦେଇଛି।

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!