ବାଲେଶ୍ୱର ; ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ମେଡିକାଲ କଲେଜ ଓ ହସ୍ପିଟାଲରେ । ଅଭିଯୋଗ ଅନୁସାରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡା ଗାଁର ମଧୁସୂଦନ ପ୍ରଧାନ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯିବା ଯୋଗୁ ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ତେବେ ସମ୍ପର୍କୀୟଙ୍କ କହିବା ଅନୁସାରେ ମଧୂସୂଦନ ଡାକ୍ତରଖାନା ଆସିବାବେଳେ ସେତେ ଗୁରୁତର ନଥିଲେ କାରଣ ସେ ବାଇକରେ ବସି ମେଡିକାଲ ଆସିଥିଲେ । ତେବେ ଭୁଲ ଇଞ୍ଜେକ୍ସନ ହିଁ ତାଙ୍କୁ ଅଧିକ ଅସୁସ୍ଥ କରିବା ସହ ତାଙ୍କ ଜୀବନ ନେଇଛି ।
ତେବେ ମଧୂସୂଦନଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ପାଟିତୁଣ୍ଡ କରି ଭଙ୍ଗାରୁଜା କରିବା ସହ ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଆଗକୁ ଯଦି ଅନ୍ୟମାନଙ୍କ ସହ ଏପରି ଘଟିବ ସେଥିପାଇଁ କେଉଁ ଇଞ୍ଜେକ୍ସନ ଦିଆଯାଇଥିଲା ଓ କାହିଁକି ଦିଆଯାଇଥିଲା ତାହା ସମସ୍ତେ ଜାଣିବା ଦରକାର ବୋଲି ପରିବାର ପକ୍ଷରୁ ଦାବି କରାଯାଇଛି । ତେବେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ମେଡିକାଲରେ ପୋଲିସ ମୁତୟନ କରାଯାଇଛି ।
ଅନ୍ୟପଟେ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହୃଦଘାତରୁ ମଧୁସୂଦନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ।
ଭୁଲ୍ ଇଞ୍ଜେକ୍ସନ ନେଲା ରୋଗୀ ଜୀବନ,ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା ଭଙ୍ଗାରୁଜା!
4 Comments
4 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Stworzyliśmy Slottica jako miejsce, w którym kasyno online, kasyno na żywo i zakłady sportowe działają w jednej spójnej platformie. W Slottica Casino znajdziesz ponad 20 000 gier od 250+ dostawców, codzienne loterie, turnieje i hojny pakiet powitalny. Slottica Kasyno to też szybkie płatności, aplikacja mobilna na Android i iOS oraz wsparcie 24/7 – wszystko po polsku, bez ukrytych haczyków.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.