ବିଶାଖାପାଟଣା- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଟିମ୍ଇଣ୍ଡିଆ ଏହି ମ୍ୟାଚ ପାଇଁ ସ୍ବତଃ ଫେଭରାଇଟ ହୋଇ ଯାଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ପାଇଁ ପ୍ରତ୍ୟାବର୍ତ୍ତନ କଷ୍ଟକର ବ୍ୟାପାର ହେବ। ତେଣୁ ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ।
ଭାରତର ଟପ୍ ଅର୍ଡର ଏବେ ଚମତ୍କାର ଫର୍ମରେ ଅଛି। ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ୩୨୨ ରନ କରିଥିଲେ ହେଁ ଭାରତ ୪୨.୧ ଓଭରରେ ମାତ୍ର ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ଏହି ମ୍ୟାଚକୁ ଭାରତ କେବଳ ଜିତି ନ ଥିଲା ୮ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଥିଲା। ସାମ୍ପ୍ରତିକ ସମୟରେ ଏକଦିବସୀୟ କ୍ରିକେଟର ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିବା ଅଧିନାୟକ ବିରାଟ କୋହଲି ୧୪୦ ଓ ରୋହିତ ଶର୍ମା ୧୫୨* ରନର ଇନିଂସ ଖେଳି ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କୁ ଚକିତ କରିଥିଲେ। ଏକଦିବସୀୟ କ୍ରିକେଟରେ ୧୦,୦୦୦ ରନ ପୂରଣ ପାଇଁ କୋହଲି ଆଉ ୮୧ ରନ ଆବଶ୍ୟକ କରୁଛନ୍ତି। ଏହା ଯଦି ସେ ଆଗାମୀ ମ୍ୟାଚରେ କରି ପାରନ୍ତି ତେବେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାରେ ସେ ଦ୍ରୁତତମ ସାବ୍ୟସ୍ତ ହେବେ। ଏ କ୍ଷେତ୍ରରେ ସେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଦେବେ। ସଚିନ ୨୫୯ ଇନିଂସ ଖେଳି ୧୦,୦୦୦ ରନ ପୂରଣ କରିଥିବାବେଳେ କୋହଲି ଏବେ ମାତ୍ର ୨୦୪ ଇନିଂସ ଖେଳିଛନ୍ତି। ଟପ୍ ଅର୍ଡରର ତିନି ବ୍ୟାଟ୍ସମ୍ୟାନ ଶ୍ରେଷ୍ଠ ଫର୍ମରେ ଥିବାରୁ ଭାରତୀୟ ମିଡିଲ ଅର୍ଡର ଏହି ସିରିଜରେ ବେଶୀ ସୁଯୋଗ ପାଇବା ସମ୍ଭାବନା କମ୍। ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ଏହାର ମିଡିଲ ଅର୍ଡରକୁ ପରୀକ୍ଷା ନିରିକ୍ଷା କରିବା କିନ୍ତୁ ଜରୁରୀ ହୋଇ ପଡ଼ିଛି।
ଭାରତର ବ୍ୟାଟିଂ ଅର୍ଡର ଦୃଢ଼ ଥିବାବେଳେ ଡ. ଓ୍ବାଇ.ଏସ. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ବୋଲରମାନଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। ଡେଥ୍ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା ଓ ନିର୍ଭରଯୋଗ୍ୟ ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ଭାରତୀୟ ପେସରମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ଓ୍ବେଷ୍ଟଇଣ୍ଡିଜ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇପାରି ନ ଥିଲେ। ପ୍ରଥମ ମ୍ୟାଚରେ ସେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ଅଲ୍ରାଉଣ୍ଡ ଦକ୍ଷତା ଯୋଗୁ ଚୂଡ଼ାନ୍ତ ଦଳରେ ସ୍ଥାନ ବଜାୟରଖିବା ସମ୍ଭାବନା ଅଧିକ। ମହମ୍ମଦ ସାମି ୧୦ ଓଭରରେ ୮୧ ରନ ବ୍ୟୟ କରିଥିଲେ। ଏହା ସତ୍ତ୍ୱେ ପର୍ଯ୍ୟାପ୍ତ ବିକଳ୍ପ ନ ଥିବାର କୋହଲି ତାଙ୍କ ଉପରେ ଭରସା ରଖିପାରନ୍ତି। ଦ୍ୱିତୀୟ ଟେଷ୍ଟରେ ୧୦ ଉଇକେଟ ନେଇଥିବା ଉମେଶ ଯାଦବ ମଧ୍ୟ ଦିନିକିଆରେ ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ଇଂଲଣ୍ଡରେ ହେବାକୁଥିବା କ୍ରିକେଟ ବିଶ୍ୱକପ ପାଇଁ ଆଉ ଏକ ବର୍ଷରୁ କମ୍ ସମୟ ଥିବାରୁ ଉମେଶଙ୍କୁ ଅଧିକ ସୁଯୋଗ ମିଳିବା ଆଶା କରାଯାଉଛି। ତେବେ ଦ୍ୱିତୀୟ ଦିନିକିଆ ପାଇଁ ଦଳରେ ଗୋଟିଏ କିମ୍ବା ୨ଟି ପରିବର୍ତ୍ତନର ଆଭାସ ମିଳୁଛି। ଚାଇନାମ୍ୟାନ କୁଲଦୀପ ଯାଦବ ଦ୍ୱିତୀୟ ଦିନିକିଆରେ ଖଲିଲ ଅହମ୍ମଦଙ୍କ ସ୍ଥାନ ନେଇପାରନ୍ତି।
ସିମରନ ହେଟମେର ୭୮ ବଲ୍ରୁ ୧୦୬ ରନ ସଂଗ୍ରହ କରି ଓ୍ବେଷ୍ଟଇଣ୍ଡିଜ ପାଇଁ ଆଶା ସଞ୍ଚାର କରିଛନ୍ତି। ଓପନର କେରନ ପାଓ୍ବେଲ ମଧ୍ୟ ନିଜ ଦକ୍ଷତା ଅନୁସାରେ ଖେଳିଛନ୍ତି। ଏବେ ଅନ୍ୟ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଦାୟିତ୍ୱ ଅନୁସାରେ ଖେଳିବାକୁ ହେବ। ଭେଟେରାନ ମାର୍ଲୋନ ସାମୁଏଲ୍ସ ଦଳରେ ରହିଥିଲେ ହେଁ ପ୍ରଥମ ଦିନିକିଆରେ ଖାତା ଖୋଲିପାରି ନ ଥିଲେ। ମାତ୍ର ଭାରତର ଶିଖର ଧାଓ୍ବନଙ୍କ ପରି ସେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଦକ୍ଷତା ରଖିଛନ୍ତି। ପେସ୍ ଆକ୍ରମଣ ବିଭାଗ ମୁଖ୍ୟ କେମର ରୋଚ୍ ପାରିବାରିକ ସମସ୍ୟା ଯୋଗୁ ଟେଷ୍ଟ ସିରିଜରେ ଖେଳିପାରି ନ ଥିଲେ। ପ୍ରଥମ ଦିନିକିଆରେ ସେ ପ୍ରଭାବହୀନ ରହିଥିଲେ ହେଁ ଆଗାମୀ ମ୍ୟାଚରେ ତାଙ୍କଠାରୁ ଦଳ ଅନେକ କିଛି ଆଶା କରୁଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂ ଧୋନୀ, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ଖଲିଲ ଅହମ୍ମଦ, ଲୋକେଶ ରାହୁଲ ଓ ଉମେଶ ଯାଦବ।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ ଆଲେନ, ସୁନୀଲ ଅମ୍ବ୍ରିସ, ଦେବେନ୍ଦ୍ର ବିଶୁ, ଚନ୍ଦରପଲ ହେମରାଜ, ଶିମରନ ହେଟମେର, ଶାଇ ହୋପ୍, କିରନ ପାଓ୍ବେଲ, ଅଲଜାରି ଜୋଶେଫ୍, ଇଭିନ ଲିଓ୍ବିସ, ଅଶଲେ ନର୍ଶ, କିମୋ ପଲ, ରୋଭମ୍ୟାନ ପାଓ୍ବଲ, କେମର ରୋଚ୍, ମାର୍ଲନ ସାମୁଏଲ୍ସ,ଓସାନ ଥୋମାସ।
ସମୟ: ଅପରାହ୍ନ ୧.୩୦
ପ୍ରସାରଣ: ଷ୍ଟାରସ୍ପୋଟର୍ସ ନେଟଓ୍ବର୍କ
ବିଜୟ ବଜାୟ ଲକ୍ଷ୍ୟରେ ଭାରତ
6 Comments
6 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Zanurz się w fascynujący świat kasyna online Slottica, popularnej platformy hazardowej, która zdobyła uznanie graczy w ponad 15 krajach Europy, w tym w Polsce, Niemczech i Czechach. Nasza oferta obejmuje przeszło 8500 gier kasynowych od czołowych dostawców, takich jak Games Global, Play’n GO, Pragmatic Play czy EGT. Znajdziesz tu zarówno klasyczne automaty w stylu Book of Dead czy Sizzling Hot Deluxe, jak i nowoczesne sloty z progresywnymi jackpotami, np. Mega Moolah, a także gry stołowe i emocjonujące rozgrywki na żywo z krupierami od Evolution Gaming. Możesz także pobrać naszą oficjalną aplikację, zalogować się na swoje konto lub założyć nowe.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online.
Interfejs Slottica Casino jest przejrzysty i intuicyjny — logiczna struktura menu, wyszukiwanie w czasie rzeczywistym oraz zaawansowane filtry pozwalają błyskawicznie odnaleźć dowolną grę. Platforma w pełni obsługuje język polski, a responsywny design zapewnia komfort użytkowania na każdym urządzeniu.
Odpowiedź jest prosta — w kasynie internetowym, które skutecznie zastąpiło tradycyjne, stacjonarne salony gier. Wśród platform wartych uwagi wyróżnia się Vavada — legalne kasyno online działające na polskim rynku. Strona hazardowa Wawada PL przyciąga graczy nie tylko dopracowaną szatą graficzną, lecz także intuicyjną nawigacją i przejrzystym układem strony. Słowem: licencjonowane casino Vavada2 spełnia wszystkie kryteria, jakich oczekuje się od solidnego operatora. Właśnie dlatego przygotowaliśmy ten przegląd — by pomóc Ci zdecydować, czy rejestracja na tej platformie jest krokiem wartym rozważenia.
Naszym absolutnym priorytetem jest stabilne funkcjonowanie serwisu oraz błyskawiczne, a zarazem bezpieczne realizowanie transakcji finansowych. Aby to zagwarantować, nawiązaliśmy współpracę z wiodącymi polskimi instytucjami, m.in. z PKO Bankiem Polskim, Millennium, mBankiem, Bankiem Pekao oraz Alior Bankiem. Gdyby pojawiły się jakiekolwiek wątpliwości lub trudności, nasz wykwalifikowany dział wsparcia czuwa w trybie 24/7, gwarantując szybką i rzetelną pomoc w każdej sytuacji.