ବାଲେଶ୍ୱର ; ଅନ୍ଧାର କୋଠରୀରେ ଶିକ୍ଷାଦାତା । ଭିଜିଲାନ୍ସ ଜାଲରେ ଫସିଯାଇଛନ୍ତି ବାଲେଶ୍ୱର ମଥୁଆପାଲି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବେହେରା । ଆଜି ସକାଳୁ ବାଲେଶ୍ୱର ଭିଜିଲାନ୍ସର ୧୬ ଜଣିଆ ଟିମ୍ ଖନ୍ତାପଡା ବାହାରରେ ଥିବା ପ୍ରଧାନ ଶିକ୍ଷକଙ୍କ ଘରେ ଆୟ ବର୍ହିଭୂ୍ତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିଲେ । ଏହା ସହିତ ପ୍ରଧାନ ଶିକ୍ଷକଙ୍କ ଶଶୂର ଘର ସେରଗଡ ଏବଂ ବାଳିଆପାଳର ପଞ୍ଚୁପାଲି,ଅଙ୍ଗାର ଗଢିଆ ଏବଂ ମଣ୍ଡ ଗାଁର ସମେତ ୬ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି । ଏହାସହ ବହୁ ଜରୁରୀ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ।
ବାଲେଶ୍ୱର ମଥୁଆପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ଫସିଗଲେ ଭିଜିଲାନ୍ସ ଜାଲରେ!
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.