ବିଜୁ ଜନତା ଦଳରୁ ଇସ୍ତଫା ଦେଲେ ବାବୁ ସିଂ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାବୁ । ସେ ଖୁବଶୀଘ୍ର ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି । ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳୀ ରୁ ଟିକେଟ ଆଶାୟୀ ଥିଲେ । କିନ୍ତୁ ଅଶୋକ ପଣ୍ଡା ଙ୍କୁ ଦଳ ପୁଣିଥରେ ବିଧାୟକ ପାଇଁ ସବୁଜ ସଙ୍କେତ ଦେବାପରେ ସେ ଦଳ ଛାଡିଛନ୍ତି । ଏ ନେଇ ସେ ଦଳ ସଭାପତି ଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି । ଗତ କିଛିଦିନ ସେ ସ୍ଥାନୀୟ ବିଧାୟକ ବିରୋଧରେ ସମାନ୍ତରାଳ ସଂଗଠନ ଚଳାଇଥିଲେ ।
ବିଜେଡି ରୁ ଇସ୍ତଫା ଦେଲେ ବାବୁ ସିଂ
- Advertisement -
Stay Connected
Comment
- vox_ucMi on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- Jamesvoith on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- vox_gyPl on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Jamesvoith on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- vox_aaPl on ଆଜିର ରାଶିଫଳ

организация свадеб услуги организация свадебного агентства