ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଯୁବକ ଶାହାରୁଖ ପେବୃୟାରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ସମୟରେ ଖୋଲାଖୋଲି ଭାବେ ହେଡ୍ କନ୍ଷ୍ଟେବଳ ଦୀପକ ଦହିୟାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ। ଆଉ ଏହାପରଠାରୁ ସେ ଫେରାର ହୋଇଯାଇଥିଲେ। ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥବା ବେଳେ ମଙ୍ଗଳବାର ଗିରଫ କରିବାକୁ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଡ୍ରେନ୍ରୁ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ
- Advertisement -
Stay Connected
Comment
- BrettTycle on ପୁଣି ବିପଦରେ ରୋଗୀ ସେବା; ୧୦୮ ଆମ୍ବୁଲାନ୍ସ ଗଛରେ ପିଟିଲା, ରୋଗୀ ଓ ଜଣେ କର୍ମଚାରୀ ମୃତ !
- ReggieAcica on ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
- JesusJab on ନ୍ୟାର୍ଯ୍ୟ ଦାବିରେ ରାଜଧାନୀ ରାଜଭବନରେ ଗର୍ଜିଲା ଚାଷୀ !
- JabariDix on ପୁଣି ହାଜତ ଭିତରେ ଅଭିଯୁକ୍ତ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ !
- KobeTowly on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ

It’s amazing to ppay a vksit thiss site andd readeing tthe viewws oof alll collegues about this piiece oof writing,
whie I amm also eager oof getting know-how. xnxx