ଭୁବନେଶ୍ୱର : ଆସିଗଲା ଆଇପିଏଲ୍ ଦିଜିନ । ଏବେ ବିକ୍ରି ହେବେ କ୍ରିକେଟ୍ ଜଗତର ବିଷିଷ୍ଟ ଖେଳାଳି । କାରଣ ୨୦୧୯ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଡିସେମ୍ବର ୧୮ ତାରିଖରେ ବସିବ ଏହି ବଜାର । ଚଳିତ ବର୍ଷ ଏହି ନିଲାମର ବଜାର ଜୟପୁର ଠାରେ ବସିବ । ଗତବର୍ଷ ବାଙ୍ଗାଲୋର ଠାରେ ଏହି ନିଲାମି ପ୍ରକ୍ରିୟା ହୋଇଥିଲା । ଏହି ସୂଚନାଟି ବିସିସଆଇ ପକ୍ଷରୁ ସୋମବାର ଦିଆଯାଇଛି । କିନ୍ତୁ ଏଥର କେବଳ ୭୦ଜଣ ଖେଳାଳୀଙ୍କୁ ନିଲାମୀ ପ୍ରକ୍ରିୟାରେ ସ୍ଥାନ ମିଳିଛି । ଏବଂ ଏଥି ମଧ୍ୟରୁ ୨୦ଜଣ ବିଦେଶୀ ଖେଳାଳୀ ଏହି ନିଲାମୀ ପ୍ରକ୍ରିୟାରେ ସ୍ଥାନ ପାଇଥିବା ବେଳେ ୫୦ଜଣ ଭାରତୀୟ ଖେଳାଳୀ ଏହି ପ୍ରକ୍ରିୟାରେ ଅଛନ୍ତି । କେଉଁ କେଉଁ ଖେଳାଳୀ ଦଳରେ ରହିବେ ଓ ଦଳ କାହାକୁ ଚାଡିଥିଲା ସେନେଇ ଗତ ମାସରେ ଘୋଷଣା କରାଯାଇଥିଲା । ତେବେ ଯୁବରାଜ ସିଂ ଓ ଗୌତମ ଗମ୍ଭୀରଙ୍କୁ ନିଜ ନିଜ ଦଳ ଛାଡି ଦେଇଥିଲା । ତେବେ କେଉଁ ଖେଳାଳି ଅଧିକ ଦାମ୍ ରେ ବିକ୍ରି ହେବେ ସେନେଇ ଡିସେମ୍ବର ୧୮ ତାରିଖରେ ସମସ୍ତଙ୍କ ନଜର ।
ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Advertisement -
Stay Connected
Comment
- ChrisHyday on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- ChrisHyday on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- ChrisHyday on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Reabilitaciya alkogolikov_ehsl on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- Reabilitaciya alkogolikov_xgsl on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !

sailing Montenegro https://rent-a-yacht-montenegro.com
смотреть мистер робот очень страшное кино 2
во все тяжкие розы и грехи смотреть
джулс зроблено в америці
монстри на канікулах дальше живите сами
ремонт машинки стиральной https://remont-stiralnih-mashin213.ru
Interested in UFC? https://ufc-white-house.com unique mixed martial arts tournament will take place on June 14, 2026, in Washington, D.C., on the South Lawn of the White House. It will be the first professional sporting event in history to be held directly on the grounds of the U.S. presidential residence.
Частный гид организует экскурсию где купить в Калининграде экскурсии с экскурсоводом и персональным маршрутом по достопримечательностям города.
наруто смотреть онлайн бесплатно naruto-smotret.ru
график стоматологии частная стоматология