ଦିଲ୍ଲୀ ; ପଲ୍ଲୀରୁ ଏବେ ଦିଲ୍ଲୀକୁ ଗଲା ଚାଷୀ ଆନ୍ଦୋଳନ । ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛି ବିଜେଡି । କୃଷକଙ୍କ ହକ ନେଇ ଦିଲ୍ଲୀରେ ବିଜେଡିର ରଣ ହୁଙ୍କାର । କୃଷକ ଅଧିକାର ସମାବେଶ ଆୟୋଜନ କରି ପ୍ରତିବାଦର ସ୍ୱର ଉଠାଇଛି ବିଜୁ ଜନତା ଦଳ । ହଜାର ହଜାର ଆନ୍ଦୋଳନକାରୀ ଆଜି ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ତଥା ୨୦୧୪ ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନକରି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ସହ ପ୍ରତାରଣା କରୁଥିବା ଏବଂ ରାଜ୍ୟ ସରକାରଙ୍କ ବାରମ୍ବାର ଆଲୋଚନ ଏବଂ ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଚୁପ୍ ରହିବା ନୀତି କୁ ନେଇ ଜୋର ଧରିଛି ଆନ୍ଦୋଳନ । ଏହି ପ୍ରତିବାଦରେ ଆଜି ଦିଲ୍ଲୀର ତାଲକୋଟ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ , ବିଧାୟକ ,ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଦଳୀୟ କର୍ମୀ । ଓଡିଶାର ଦାବି ପ୍ରତି କେନ୍ଦ୍ରର ସହାନୁଭୂତି ନଥିବା, ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ କେନ୍ଦ୍ରର ସହେଯାଗ ନକରିବା ଅଭିଯୋଗ କରିବା ସହ ରାଜ୍ୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ଦେଇପାରୁନଥବା ମୋଦି ଆଗାମୀ ନିର୍ବାଚନ ପାଇଁ କିପରି ବାରମ୍ବାର ଓଡିଶା ଗସ୍ତରେ ଆସିବା ପାଇଁ ସମୟ ପାଉଛନ୍ତି ତାହା ପ୍ରଶ୍ନ କରିଛି ବିଜେଡି । ବିଜେଡି ଆହୁରି ମଧ୍ୟ କହିଛି ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ ଦିଲ୍ଲୀରୁ ପଲ୍ଲୀ ଯାଏ ହେବ, ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- Advertisement -
Stay Connected
Comment
- lasix diuretico on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- slotica on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- slottica casino on Why local US newspapers are sounding the alarm
- soltica casino on ଭାରସାମ୍ୟ ହରାଇ ୪୦ଫୁଟ୍ ତଳେ ଟ୍ରକ୍ ; ଚାଲିଗଲା ୮ଜଣଙ୍କ ଜିବନ, ୨୫ ଗୁରୁତର ଆହତ !
- slottica casino on All you need to know about penalty shootouts

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.