ସୁନ୍ଦରଗଡ଼: ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ତାମଡ଼ା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ଡିପିସିର କିଛି କର୍ମଚାରୀ ବଣାଇ ଏକ ସ୍କୁଲର ଯେଣ୍ଡର କାମ ସାରି ରାଉରକେଲା ଫେରିବା ବାଟରେ ଲୁଟ୍ର ଶିକାର ହୋଇଛନ୍ତି । ରାତିପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ କର୍ମଚାରୀଙ୍କ ଠାରୁ ଲୁଟି ନେଇଥିଲେ । ଏହା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସାରା ଅଂଚଳରେ ତନାଘନା କରୁଛି ।
ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_yaoa on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Rabota v Kazahstane_rzKn on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- JosephVab on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- RichardSap on ସୁସ୍ଥ ହେଲେ ମହାପ୍ରଭୁ : ପିନ୍ଧିଲେ ରକ୍ତବସ୍ତ୍ର, ଲାଗି ହେଲା ଦଶମୂଳ
- Charlesglice on Architecture beach blue chairs
