ଭୁବନେଶ୍ୱର : ଶୁକ୍ରବାର ରାଜସ୍ଥାନ ମତଦାନ ପରେ ରାସ୍ତା ଉପେରେ ଭୋଟ ବାକ୍ସ ପଡିଥିବାର ମଳିଛି । ଖାମଖିଆଲି ଦାୟିତ୍ୱ ଯୋଗୁ ଏହି ଭୁଲ ହୋଇଛି । ସେଥିଲାଗି ନିର୍ବାଚନ ଆୟୋଗ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ମାମଲାରେ ଦୁଇ ଅଫିସରଙ୍କୁ ନିର୍ବାଚନ ଆୟୟୋଗ ନିଲମ୍ବିତ କରିଛି । ସୂଚନା ମୁତାବକ ବାରାଁ ଜିଲ୍ଲାର କିଶନଗଞ୍ଜ ଶାହାବାଦ୍ ଥାନାର ମୁଗାବଲୀ ରୋଡ୍ ଏନଏଚ୍ ୨୭ ରେ ସିଲ୍ ବନ୍ଦ ଇବିଏମ୍ ସଡକରେ ପଡିଥିବା ଦେଖିବାକୁ ମିଳିଥିଲା । ଭୋଟ୍ ପରେ ଇବିଏମ୍ କୁ ସିଲ୍ କରିଦିଆଯାଇଥିଲା । ଏବେ ଏହି ଇବିଏମ୍ ଥାନାଧିକାରୀଙ୍କ ପାଖରେ ମହଜୁତ ଅଛି । ତେବେ ରାଜସ୍ଥାନରେ କଂଗ୍ରେସକୁ ଅଧିକ ଭୋଟ୍ ମିଳିଥିବା କଥା ଶୁଣିବାକୁ ମିଳୁଛି ।
ରାସ୍ତାରୁ ମିଳିଲା ଭୋଟ୍ ବାକ୍ସ !
Leave a Comment
Leave a Comment
- Advertisement -
Stay Connected
Comment
- Tonytib on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- clalcinedstone on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- plinko_iwpn on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- Damonfooke on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
- BradenRon on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
