ଜୁରିକ,୨୪।୧୦(ଏପି)- କ୍ଲବ ସ୍ତରୀୟ ବିଶ୍ୱକପ୍ ପ୍ରତିବର୍ଷ ଆୟୋଜନ କରିବା ଲାଗି ଅନ୍ତର୍ଜାତୀୟ ଫୁଟ୍ବଲ ପରିଚାଳକ ସଂସ୍ଥା (ଫିଫା) ସଭାପତି ଗଆନି ଇନଫାଣ୍ଟିନୋ ପ୍ରସ୍ତାବ ଦେଇଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ଏହାଦ୍ୱାରା ୟୁରୋପର ବୃହତ୍ କ୍ଲବ ପ୍ରତିଯାଗିତା ଚାମ୍ପିୟନ୍ସ ଲିଗ୍ ପ୍ରଭାବିତ ହେବ। ସଂଶୋଧିତ ସମ୍ବିଧାନ ପକ୍ଷରୁ ପ୍ରସ୍ତାବ ଅନୁଯାୟୀ ୨୪ ଦଳକୁ ନେଇ ପ୍ରତି ୪ ବର୍ଷରେ ଥରେ ବିଶ୍ୱକପ୍ ଆୟୋଜନ କରାଯାଉଛି। ଏହି ପ୍ରସ୍ତାବିତ ଫର୍ମାଟ ଲାଗି ଶୁକ୍ରବାର ରଓ୍ବାଣ୍ଡାଠାରେ ଅନୁଷ୍ଠିତ ହେବାକୁ ଥିବା ଫିଫା କାଉନସିଲ ବୈଠକରେ ଆଲୋଚନା କରାଯିବ ବୋଲି ଉକ୍ତ କର୍ମକର୍ତ୍ତା ନାମକୁ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ଇନଫାଣ୍ଟିନୋଙ୍କ ପ୍ରସ୍ତାବ ଫିଫାକୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି। ସେ ଗତ ମାର୍ଚ୍ଚଠାରୁ ନୂତନ ଫିଫା ପ୍ରତିଯୋଗିତାକୁ ମଞ୍ଜୁର କରିବା ଲାଗି ପ୍ରୟାସ କରୁଛନ୍ତି, ଯଦ୍ଦ୍ବରା ଅତିକମ୍ରେ ୨୫ ବିଲିୟନ ଆମେରିକୀୟ ଡଲାର ଲାଭ ହେବ।
ପିଫାର ପ୍ରସ୍ତାବ ବର୍ଷକୁ ଥରେ କ୍ଲବ ବିଶ୍ୱକପ୍
Leave a Comment
Leave a Comment
- Advertisement -
Stay Connected
Comment
- HerbertElece on ଆଜିର ରାଶିଫଳ
- Narkolog na dom_pxKt on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
- melbet_mlot on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- 1xbet_yamn on ଭାରତୀୟ ବାୟୁ ସେନାକୁ ଟୁଇଟ କରି ସାଲ୍ୟୁଟ ଜଣାଇଲେ ନବୀନ
- 1xbet_sbmn on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
