ଭଦ୍ରକ: ବିଷାକ୍ତ ଫଳ ଖାଇଗଲେ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ତିହିଡି ପ୍ରଥମିକ ବିଦ୍ୟାଳୟରେ ୧୨ ଜଣ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏବଂ ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ ଗତକାଲି ମଧ୍ୟାନ୍ନ ଭୋଜନ ଖାଇବା ପରେ ସ୍କୁଲ ପାଚେରି ନିକଟରେ ଥିବା ଏକ ଗକ୍ତର ବିଶାକ୍ତ ଫଳ ଖାଇ ଦେଇଥିଲେ । ସେହି ଫଳ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଶିକ୍ଷକମାନେ ପଚରାଉଚରା କରିବା ପରେ ବିଷାକ୍ତ ଫଳ ଖାଇଥିବା ଛାତ୍ରଛାତ୍ରୀମାନେ କହିଥିଲେ । ଏପରି ଘଟଣାକୁ ସାରା ଜିଲ୍ଲାରେ ଚର୍ଚ୍ଚା ଚାଲିଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।
ଛାତ୍ରଛାତ୍ରୀ ଖାଇଗଲେ ବିଷାକ୍ତ ଫଳ; ୧୨ ଆହତ, ମେଡ଼ିକାଲରେ ଚିକିତ୍ସା ପରେ ସୁସ୍ଥ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- YaleDrync on ଆଜିର ରାଶିଫଳ
- melbet_hqMl on ହୃଦରୋଗର ସରଳ ଉପଚାର
- melbet_edMl on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1xbet giris_heEa on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- syvenirnaya prodykciya s logotipom_eiKa on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
