ଭୁବନେଶ୍ୱର : ବଢୁଛି ନବୀନଙ୍କ ପ୍ରତିଦ୍ୱନ୍ଦୀ । ରାଜ୍ୟରେ ଟିଡିପି ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ସଜାଗ ହୋଇଛି । ବିଶେଷକରି ଆନ୍ଧ୍ର ଓ ଓଡ଼ିଶା ସିମାନ୍ତ ଜିଲ୍ଲା ରାୟଗଡ଼ା ଗଞ୍ଜାମ, ବ୍ରହ୍ମପୁର, ଗଜପତି, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ମାନଙ୍କରେ ପ୍ରାର୍ଥୀ ଦେବା ଲାଗି ଘୋଷଣା କରିଛି । ତେଲେଗାନାରେ ଟିଡ଼ିପି ସହ କଂଗ୍ରେସ ମେଂଟ କରି ନିର୍ବାଚନ ଲଢିଥିବା ବେଳେ ଟିଡ଼ିପିର ଏପରି ନିଷ୍ପତିକୁ କଂଗ୍ରେସ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାସହ କଂଗ୍ରେସ ବିଧାୟକ ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହୀନପତି କହିଛନ୍ତି, ଯଦି ଟିଡ଼ିପି ପ୍ରାର୍ଥୀ ଦିଏ ବିଜେଡିର ଭୋଟ ବାଂଟ ହେବା ସହ ଭୋଟ କମିବା ନେଇ ପ୍ରକାଶ କରିଛନ୍ତି । ଅନ୍ୟପଟେ ବିଜେଡି କହିଛି, ଏହା ନିର୍ବାଚନ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । କାରଣ କୋଟିଆ ରେ ଅନୁପ୍ରବେଶ କରି ଦାଦାଗିରି, ପୋଲାଭରମ ବିବାଦରେ ଓଡ଼ିଶାକୁ ନେଇ ଅଦାଲତରେ ଟିଡ଼ିପି ଛିଡ଼ାକରିଛି । ଯାହା ରାଜ୍ୟବାସୀ ମନରୁ ଲିଭି ନାହିଁ । ତେଣୁ ଏହା ରାଜ୍ୟର ଭୋଟରଙ୍କ ଉପରେ କିଛି ପ୍ରଭାବ ପଡିବ ନାହିଁ । ଅନ୍ୟପଟେ ଉତରରେ ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ର କିଛି ଅଂଚଳରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବା ପାଇଁ ରଣନୀତି ପ୍ରସ୍ତୁତି କରିଛି । ଏତିକିରେ ସରିନାହିଁ ନବୀନଙ୍କ ପ୍ରତିଦ୍ୱନ୍ଦୀ ଦିଦୀ ମଧ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସିମାନ୍ତ ଜିଲ୍ଲାମାନଙ୍କରେ ପ୍ରାର୍ଥୀ ଦେବା ଲାଗି ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେଡିର ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନୀ ବେଗୁଲ ବଜାଇବା ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ବିରୋଧି କାଉଁଣ୍ଟର କରିବା ଉଦ୍ୟମ ଚଳାଉଛି । ସେଥିପାଇଁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାରେ ଏକ ବିରାଟ ଜନସମାବେଶରେ ଯୋଗ ଦେଉଥିବା ବେଳେ ରାହୁଲ ଦୁଇ ଦିନିଆ ଗ୍ରସ୍ତରେ ଓଡ଼ିଶାକୁ ଆସୁଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ମହାସଭା ଆୟୋଜନ କରୁଛି କଂଗ୍ରେସ ।
ବଢୁଛି ନବୀନଙ୍କ ପ୍ରତିଦ୍ୱନ୍ଦୀ; ପଶ୍ଚିମରେ ଟଡ଼ିପି ଉତ୍ତରରେ ଦିଦି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବ !
- Advertisement -
Stay Connected
Comment
- Ralphviz on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- Ralphviz on ଆସନ୍ତା ୨୦ରୁ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
- Ralphviz on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- Ralphviz on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- Ralphviz on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników. Opierając się na naszym doświadczeniu, platforma wyróżnia się szybkim działaniem i różnorodnością treści. Vavada Polska jest chętnie wybierana w Polsce przez szeroki wybór gier i bonusów. Marka Vavada pojawiła się na scenie w 2017 roku z garścią slotów w ofercie. Od tamtej chwili przeszła długą drogę – dziś w jej katalogu znajdziesz nie tylko automaty, lecz także klasyczne gry stołowe, jackpoty i rozbudowane kasyno na żywo. Z lokalnego debiutanta Vavada stała się graczem globalnym, a w Polsce zdobyła sympatię użytkowników dzięki prostym zasadom, licencji Curaçao oraz wygodnym płatnościom w złotówkach. To konsekwentne podejście sprawia, że marka systematycznie wzmacnia swoją pozycję w świecie iGamingu.