ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ୬୫ ହଜାର ପେଟ୍ରୋଲ୍ ପମ୍ପ ଡିଲରସିପ୍ ଦେବେ କେନ୍ଦ୍ର ସରକାର। ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ଟି ରାଜ୍ୟକୁ ବାଦ୍ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍ ପାଇଁ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାଦ୍ୱାରା ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବିପୁଳ ସଂଖ୍ୟକ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରାଯାଉଛି।
କେନ୍ଦ୍ର ସରକାର ଦେବେ ୬୫ ହଜାର ପେଟ୍ରୋଲ୍ ପମ୍ପ ଡିଲରସିପ୍
Leave a Comment
Leave a Comment
- Advertisement -
Stay Connected
Comment
- LouisGop on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- MichaelBoich on ଆଜି ମାଟ୍ରିକ୍ ପରୀକ୍ଷାଫଳ
- mostbet_tnpt on Architecture beach blue chairs
- Geraldnousy on ଆଜିର ରାଶିଫଳ
- BrianVuh on ସ୍ୱାଦିଷ୍ଟ ଷ୍ଟିମଡ ଲେମନ ଫିସ
