ଭୁବନେଶ୍ୱର : ଆସନ୍ତାକାଲି ଶନିବାର ୧୨ତାରିଖ ଠାରୁ ସୋମବାର ୧୪ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତକାଲି ମାସର ଶେଷ ଶନିବାର ଥିବାରୁ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଜାନୁୟାରୀ ୧୩ତାରିଖ ରବିବାର ଥିବାରୁ ଏହି ଦିନଟି ମଧ୍ୟ ବନ୍ଦ ରହିବ । ଏହାପରେ ଜାନୁୟାରୀ ୧୩ତାରିଖ ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ ଥିବାରୁ ସେହିଦିନ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।
ଆସନ୍ତାକାଲିଠୁ ୩ଦିନ ବ୍ୟାଙ୍କ ବନ୍ଦ ରହିବ !
1 Comment
1 Comment

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!