ନୟାଗଡ଼: ଦେଶରେ ଇଏ କି ବ୍ୟବସ୍ଥା ଚାଲିଛି । ବିନା ଔଷଧରେ ରୋଗୀ ମରୁଛି, ଔଷଧ ଏକ୍ସପାରୀ ହୋଇଥିବାରୁ କୋଟି କୋଟି ଟଙ୍କାର ଔଷଧ ଫିଙ୍ଗା ହେଉଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗୋଚ୍ଛାବାରି ଗାଁ ନିକଟ ପୋଲ ତଳେ ପୁଳାପୁଳା ଔଷଧ ପିଙ୍ଗା ହୋଇଛି । ଔଷଧଗୁଡ଼ିକ ଏଠାରେ ପଡ଼ିଥିବା ବେଳେ ପୋଲିସ ଓ ପ୍ରଶାସନ ଏଠାରେ ପହଂଚି ନଥିବା ଜଣାପଡ଼ିଛି । ଏହା ଦେଖି ସାଧାରଣ ଲୋକ ଅନୁମାନ କରୁଛନ୍ତି ସରକାର ନିରାମୟ ଯୋଜନାରେ ମାଗଣାରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ଠିକ୍ ଭାବେ ବିତରଣ ନକରି ଏଠାରେ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି । ଏହି ଘଟଣା ଗଣମାଧ୍ୟମରେ ପ୍ରସାରଣ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଇଏ କି ବ୍ୟବସ୍ଥା; ବିନା ଔଷଧରେ ରୋଗୀ ମରୁଛି, କୋଟି କୋଟି ଟଙ୍କାର ଓøଷଧ ଏଠି ଫିଙ୍ଗା ହେଉଛି !
Leave a Comment
Leave a Comment
- Advertisement -
Stay Connected
Comment
- Trentonsam on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Sylvesterjug on ଚୋରା ସାଜିଥିଲା କୋଟିପତି
- Omarhow on କୋଭିଡ୍-୧୯: ଦିଲ୍ଲୀରୁ ଶ୍ରମଜୀବୀମାନଙ୍କ ଅପସାରଣ ତ୍ୱରାନ୍ୱିତ କଲେ ଉତ୍ତରପ୍ରଦେଶ ସରକାର
- vavada_wePn on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- Cordelljax on ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
