ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟେନ ରହଣୀ ଦାବିରେ ରେଳରୋକ । ବିଶେଷକରୀ ୫ଟି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ରେଳରୋକ କରାଯାଇଛି । ଏହା ସହ ଚରମ୍ପା ନିକଟ ତାରିଣୀ ଲେବୁଲ କ୍ରସିଂ ନିକଟରେ ଫ୍ଲାଇ ଓଭର ବ୍ରିଜ ନଥିବାରୁ ସାଧାରଣ ମଣିଷ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଇଥିବା ଅଭିଯୋଗ କରିଛନ୍ତି । ଏହି ଆନ୍ଦୋଳନ ଫଳରେ ବହୁ ମାଲବାହୀ ଟ୍ରେନ ଅଟକ ରହିବାସହ ଚେନ୍ନାଇ-ହାୱାଡ଼ା କରଣ୍ଡଳ ଏକ୍ସପ୍ରେସ ଅଟକି ରହିଛି । ବର୍ଷବର୍ଷ ଧରି ଲିଖିତ ଅଭିଯୋଗ ଧାରଣା ବିକ୍ଷୋଭ, ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବାରୁ ଆନ୍ଦୋଳନରେ ବସିଛନ୍ତି । ଯଦି ରୋଳ ବିଭାଗ ତୁରନ୍ତ ନ୍ୟାୟ ସଂଗତ ଦାବିକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନ ଭୟଭୟ ହେବା ନେଇ ଚେତାବନୀ ଦେଇଛନ୍ତି ।
ଭଦ୍ରକ ରେଳ ଷ୍ଟେସନରେ ଏକ୍ସପ୍ରେସ୍ ଟେନ ରହଣୀ ଦାବିରେ ରେଳରୋକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_ecOa on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- mostbet_cjEr on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- luxury car rental miami_jaPn on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- luxury car rental miami_wbPn on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- luxury car rental miami_jwPn on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
