ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଏକ ସରରରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଫୋନରେ ଦେଲେ ତଲାକ । ସୂଚନା ମୁତାବକ ମହିଳା ଜଣକ ତାଙ୍କ ବାପ ଘରକୁ ଯାଇଥିଲେ । କିନ୍ତୁ ସେଠାରୁ ୧୦ ମିନିଟ ବିଳମ୍ବ ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ତଲାକ ଦେଇଛନ୍ତି । ସ୍ୱାମୀ ଅଫରାଜ ନୟାଗାଁଓ ଅଂଚଳର ଅଲିପୁରରେ ଏକ ପ୍ରାଇଭେଟ ଚାକିରୀ କରନ୍ତି । ସ୍ତ୍ରୀ ଶଂବୁଲ ବେଗମ ତାଙ୍କ ଅସୁସ୍ଥ ଜୋଜମାଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ରହିବାକୁ ତାଙ୍କ ସ୍ୱାମୀ ଧା ଘଣ୍ଟା କହିଥିଲେ । କିନ୍ତୁ ମହିଳା ସେଠାରୁ ୧୦ମିନିଟ୍ ବିଳମ୍ବରୁ ହେବାରୁ ଅଫରାଜ ତାଙ୍କ ଭାଇଙ୍କୁ ଶଂବୁଲ ବେଗମଙ୍କ ନିକଟକୁ ପଠାଇଥିଲେ ଏବଂ ଫୋନରେ କଥା କରାଇଥିଲେ । ସେଠାରେ କଥା ହେବା ସମୟରେ ହିଁ ତିନି ତଲାକ୍ ଦେିଥିଲେ । ତେବେ ଶଂବୁଲଙ୍କ ପରିବାର ଲୋକ ଯୌତୁକ ନିର୍ଯାତନର ଅଭିଯୋଗ ଆଣିଛନ୍ତି । ପୁଲିସ୍ ଏହି ମାମଲାକୁ ରୁଜୁ କରି ଘଟଣାର ତଦନ୍ତ କରୁଛି ।
୧୦ ମିନିଟ୍ ବିଳମ୍ବ ଯୋଗୁ ସ୍ୱାମୀ ଦେଲେ ତଲାକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
