ଭୁବନେଶ୍ୱର: କରୋନା ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ୪ ମାସର ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ଏପ୍ରିଲ, ମେ, ଜୁନ୍ ଏବଂ ଜୁଲାଇ ମାସର ଦରମା ଏପ୍ରିଲରେ ହିଁ ମିଳିବ। ଏଥିସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି। ଆପଣମାନଙ୍କ ସେବା ଓ ନିଷ୍ଠାପର କାମର ତୁଳନା ନାହିଁ।ଏ ଦେଶ ସହ ଆମେମାନେ ଆପଣମାନଙ୍କ ସହ ରହିଛୁ। ଆପଣମାନେ ସେବା ଜାରି ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଡାକ୍ତର, ନର୍ସଙ୍କୁ ଦିଆଯିବ ୪ ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ElliotJet on ଆଜି ମାଟ୍ରିକ୍ ପରୀକ୍ଷାଫଳ
- TerrySharm on ଓଏଏସ୍ ଅଫିସର୍ ସ୍ତରରେ ଅଦଳବଦଳ : ବଦଳିଲେ ୧୨ ଓଏଏସ୍ ଅଫିସର୍
- Brandondup on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- JustinIcole on ମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ପାଚେରୀ ଭୁଶୁଡି ୧୫ ଜଣଙ୍କର ମୃତ୍ୟୁ
- JerryTuP on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
