ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତଗର୍ତ ଦେହଦୁରା ଗ୍ରାମରେ ଘଟିଛି ଏକ ଭୟାଭୟ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଦୁଇଟି ବଖରା ଜଳି ପୋଡି ପାଉଁସ ହୋଇଯାଇଛି । ସୂଚନା ଅନୁଯାଇ ସେଠାରେ ଗାଁର କିଛି ପିଲା ନିଆଁ ଗୋଳ କରୁଥିଲେ ହଠାତ୍ ସେଠାରେ ଲାଗିଯାଇଥିଲା । ଏହି ଘଟଣାରେ ପାଖାପାଖି ୨ଲକ୍ଷ୍ୟରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ଆକଳନ କରାଯାଉଛି । ତେବେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଆସି ପହଁଚିଲା ବେଳେକୁ ସବୁ ପୋଡି ଛାର ଖାର ହୋିଯାଇଥିଊା । ପୋଡି ଯାଇଥିବା ଘରଠାରୁ ଅଗ୍ନିଶମ ବିଭାଗର ଦୂରତା ମାତ୍ର ୧କ୍ଲୋମିଯର ହୋଇଥିବା ବେଳେ ୪୫ ମିନିଟ୍ ବିଳମ୍ବରେ ପହଁଚିଥିଲା । ତେବେ ବିଭାଗର ଏହିପରି ସେବା ପାଇଁ ବୋହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଥଣ୍ଡା ପଡିଗଲା ବିଭାଗ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Cadenswali on ଆଜି ମାଟ୍ରିକ୍ ପରୀକ୍ଷାଫଳ
- GlennAmedo on ୪୦ ଡିଗ୍ରି ଉପରେ ୯ ସହର
- Edwardwhere on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- Https://innovativewidget.com on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- aviator_sosn on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
